ଗାଁ ମୁହାଁ ହାତୀ ପଲ୍ହ , ଭୟବିତ୍ତ ଗ୍ରାମବାସି

ଗାଁ ମୁହାଁ ହାତୀ ପଲ୍ହ , ଭୟବିତ୍ତ ଗ୍ରାମବାସି

ଫୋକସ ପ୍ଲସ ୧୨/୬/୨୨(ବାଙ୍କୀ): ବାଙ୍କୀ ଡମପଡା ଚନ୍ଦକା ବନବିଭାଗ ଅଧୀନରେ ରହିଥିବା ନରାଜ ଗ୍ରାମ ନିକଟ ତଳଗଡ଼ ସିଧେଶ୍ୱର ପାହାଡ଼ରେ ଦୁଇ ଜଙ୍ଗଲୀ ହାତୀ |ଗୋଟିଏ ଦନ୍ତା ରହିଥିବା ବେଳେ ଆଉ ଗୋଟିଏ ମାଇ ହାତୀ ବୋଲି ମିଳିଛି ସୂଚନା |ହାତୀ ଦୁଇଟି ଦେଖା ଯିବା ପରେ ଏବେ ଭୟଭୀତ ସ୍ଥାନୀୟ ତଳଗଡ଼ର ଅଞ୍ଚଳବାସୀ |ଖବର ପାଈଁ ଘାଟଣ ସ୍ଥଳରେ ଭଗିପୁର ବନବିଭାଗ |ହାତୀ ର ଗତିପଥ ଉପରେ ରଖିଛନ୍ତି ନଜର.ହାତୀ ମାନଙ୍କ ଏଭଳି ଗାଁ ମୁହାଁ ନେଇ ସମ୍ପୂର୍ଣ୍ଣ ଭୟଭୀତ ରହିଛନ୍ତି ତଳଗଡ଼ ର ଅଧିବାସୀ |ତୁରନ୍ତ ହାତୀ ମାନଙ୍କୁ ଉକ୍ତ ସ୍ଥାନରୁ ସୁରକ୍ଷିତ ଉଦ୍ଧାର କରି ଜଙ୍ଗଲ ମଧ୍ୟକୁ ନିଅନ୍ତୁ ବନ ବିଭାଗ ବୋଲି ସାଧାରଣରେ ହୋଇଛି ଦାବି |

କଟକ ଜିଲ୍ଲା ବାଙ୍କୀ ରୁ ମନୋଜ ପାତ୍ରଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *