ଷଣ୍ଢ ଓ ବାଇକି ମୁହାଁ ମୁହିଁ ,ଘଟଣା ସ୍ଥଳରେ ଦୁଇ ମୃତ

ଷଣ୍ଢ ଓ ବାଇକି ମୁହାଁ ମୁହିଁ ,ଘଟଣା ସ୍ଥଳରେ ଦୁଇ ମୃତ

ଫୋକସ ପ୍ଲସ ୧୩/୬/୨୨ (କେନ୍ଦ୍ରାପଡ଼ା): ଆନନ୍ଦପୁର ବ୍ଲକ ଶାଳବଣି ଛକ ନିକଟରେ ଏକ ମର୍ମତ ଦୃଘଟଣା ଘଟିଛି |ସୂଚନା ଅନୁଯାଇ, ଘସିପୁରା ବ୍ଲକ ଭଗାନଇ ଗ୍ରାମର ବିଦ୍ୟlଧର ଦାସ ର ବଡ ପୁଅ ମାନସ କୁମାର ଦାସ ସକାଳୁ ତାଙ୍କ ଭଉଣୀ ଘରକୁ ଏକ ଆପାଚ ଗାଡି ରେ ଆନନ୍ଦପୁର ଭଦ୍ରକ ରୋଡ ରେ ଯାଉଥିଲେ | ସେହି ସମୟରେ ଶାଳବଣୀ ଛକ ନିକଟରେ ହାଟତ ଏକ ଷଣ୍ଢ ବାହାରି ବାଇକି ଆଗରେ ପଡ଼ିଗଲା ଗାଡି ବହୁତ ଦ୍ରୁତ ଗତିରେ ଆସୁଥିବାରୁ ଷଣ୍ଢ ସହ ବାଇକି ଆରୋହୀଙ୍କ ଧକ୍କା ହୋଇଥିଲା ,ଫଳରେ କିଛି ସମୟ ପରେ ଷଣ୍ଢ ଟିର ମଧ୍ୟ ମୃତ୍ୟୁ ଘଟିଥିଲା , ଏବଂ ବାଇକି ଆରୋହୀ ମାନସ ମୃତ ହୋଇଛି ବୋଲି ଅନୁମାନ କରାଯାଉଥିବା ବେଳେ ତାକୁ ଆମ୍ବଲାନ୍ସ ସାହାଯ୍ୟ ରେ ଆନନ୍ଦପୁର ଚିକିତ୍ସାଳୟ କୁ ନିଆଯାଇଥିଲା, ଡକ୍ଟର ତାକୁ ମୃତ ଘୋଷଣା କରିଥିବା ବେଳେ, ସେଠି ଶୋକ ର ଛାୟା ଖେଳିଯାଇଥିଲା |

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.