ଦେବସ୍ନାନ ଉତ୍ସବରେ ରାଜା ଦେବଦତ୍ତ ସିଂ ଦେଓ

ଦେବସ୍ନାନ ଉତ୍ସବରେ ରାଜା ଦେବଦତ୍ତ ସିଂ ଦେଓ

ଫୋକସ ପ୍ଲସ ୧୪/୬/୨୨ (ସୋରଡ଼ା): କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ପରେ ସୋରଡ଼ା ର ପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ, ଆଜି ସୋରଡ଼ା ରାଜା ଦେବଦତ୍ତ ସିଂ ଦେଓ ଓ ତାଙ୍କ ପରିବାରଙ୍କ ସହ ଦେବସ୍ନାନ ଉତ୍ସବରେ ଯୋଗ ଦେବା ସହ ପ୍ରଭୁ ଜଗନ୍ନାଥ ଙ୍କ ଦେବସ୍ନାନ ଉତ୍ସବ ରଥଯାତ୍ରା ବାହୁଡ଼ା ଯାତ୍ରା ସୁନା ଭେଶ କିଭଳି ରୀତିନୀତି ଅନୁଯାୟୀ ପାଳନ କରାଯିବ ସେ ନେଇ ଆଲୋଚନା କରିବାସହ ଦୁଇ ବର୍ଷ ପରେ ରାଜା ସିଂ ଦେଓ ଙ୍କୁ ଦେଖି ସୋରଡ଼ା ଅଞ୍ଚଳ ବେଶ୍ ଖୁସି ଲହରୀ ଦେଖିବାକୁ ମିଳିଥିଲା |

ସୋରଡ଼ା ରୁ କୋରେସ ମହାପାତ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.