ଦେବସ୍ନାନ ଉତ୍ସବରେ ରାଜା ଦେବଦତ୍ତ ସିଂ ଦେଓ

ଦେବସ୍ନାନ ଉତ୍ସବରେ ରାଜା ଦେବଦତ୍ତ ସିଂ ଦେଓ

ଫୋକସ ପ୍ଲସ ୧୪/୬/୨୨ (ସୋରଡ଼ା): କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ପରେ ସୋରଡ଼ା ର ପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ, ଆଜି ସୋରଡ଼ା ରାଜା ଦେବଦତ୍ତ ସିଂ ଦେଓ ଓ ତାଙ୍କ ପରିବାରଙ୍କ ସହ ଦେବସ୍ନାନ ଉତ୍ସବରେ ଯୋଗ ଦେବା ସହ ପ୍ରଭୁ ଜଗନ୍ନାଥ ଙ୍କ ଦେବସ୍ନାନ ଉତ୍ସବ ରଥଯାତ୍ରା ବାହୁଡ଼ା ଯାତ୍ରା ସୁନା ଭେଶ କିଭଳି ରୀତିନୀତି ଅନୁଯାୟୀ ପାଳନ କରାଯିବ ସେ ନେଇ ଆଲୋଚନା କରିବାସହ ଦୁଇ ବର୍ଷ ପରେ ରାଜା ସିଂ ଦେଓ ଙ୍କୁ ଦେଖି ସୋରଡ଼ା ଅଞ୍ଚଳ ବେଶ୍ ଖୁସି ଲହରୀ ଦେଖିବାକୁ ମିଳିଥିଲା |

ସୋରଡ଼ା ରୁ କୋରେସ ମହାପାତ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *