
ପ୍ରତିଶୋଧର ରାଜନୀତି କରୁଛି ବିଜେପି : କଂଗ୍ରେସ
- ରାଜନୀତିରାଜ୍ୟ
- June 16, 2022
- No Comment
- 54
ଫୋକସ ପ୍ଲସ ୧୬/୬/୨୨(ଭୁବନେଶ୍ୱର): ରାଜଭବନ ଛକରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପଦର୍ଶନ କରା ଯାଇଛି । ଏହି ବିକ୍ଷୋଭ ସଭାରେ ରାଜ୍ୟ ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟନାୟକ, ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା,ବଲାଙ୍ଗିରର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଜଟଣୀ ବିଧାୟକ ସୁର ରାଉତରାୟ, ଯୁବ କଂଗ୍ରେସ,ଛାତ୍ର କଂଗ୍ରେସ, କଂଗ୍ରେସ କର୍ମୀମାନେ ଏହି ବିକ୍ଷୋଭରେ ସାମିଲ ହୋଇ ବିଜେପି ସରକାରର ପ୍ରତିଶୋଧ ରାଜନୀତି ଏବଂ କେନ୍ଦ୍ର ପୋଲିସର ବର୍ବରତା ପ୍ରତିବାଦରେ ବିଶାଳ ଗଣବିକ୍ଷୋବ ।ବିଜେପି ସରକାରର ପ୍ରତିଶୋଧ ରାଜନୀତି ଏବଂ କେନ୍ଦ୍ର ପୋଲିସର ବର୍ବରତା ପ୍ରତିବାଦରେ ବିଶାଳ ଗଣବିକ୍ଷୋବ ।
ଭୁବନେଶ୍ୱରରୁ ଦେବାଶିଷ ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |