
୧୧୬ କିଲୋ ଗଂଜେଇ ଓ ଏକ କାର ଜବତ
- ଅପରାଧଆଞ୍ଚଳିକ
- June 16, 2022
- No Comment
- 123
ଫୋକସ ପ୍ଲସ ୧୬/୬/୨୨(ଭୁବନେଶ୍ୱର): ଅବକାରୀ କମିଶନର ଏବଂ ଡେପୁଟି କମିସନର ଙ୍କ ତତ୍ତ୍ଵାବଧାନରେ ରେ ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ତ୍ୱରିତ ପଦକ୍ଷେପ ନେଉଛି ଅବକାରୀ ବିଭାଗ। ଏନେଇ ଆଜି ଫାଷ୍ଟଗେଟ ଠାରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବ୍ଲକିଂ ଓ ଚେକିଂ ବେଳେ କାର ସହ ୧୧୬ କେଜି ଗଞ୍ଜେଇ ଜବତ କରିଛି। କାରଟି ମୋହନାରୁ ଭୁବନେଶ୍ୱର ଗଞ୍ଜାଇ ନେଇ ଯାଉଥିବା ଜଣାପଡିଛି। ମୁଖ୍ୟ ଆସାମୀ ଫେରାର ଥିବା ଜଣା ପଡିଛି |
ଭୁବନେଶ୍ୱର ରୁ କାଳୀ ପ୍ରସାଦ ରଥ ଫୋକସ ପ୍ଲସ