ବିଷ ପାଲଟିଲା ଔଷଧ

ବିଷ ପାଲଟିଲା ଔଷଧ

ଫୋକସ ପ୍ଲସ ୧୭/୦୬/୨୨(ବାଲେଶ୍ୱର): ଡାକ୍ତରଙ୍କ ପେସ୍କିସନ୍ ଉପରେ ଭୁଲ ଔଷଧ ଦେଲା ଔଷଧ ଦୋକାନୀ, ଭୁଲ ଔଷଧ ଖାଇ ସାଢେ଼ ଚରିବର୍ଷର ଶିଶୁ ପୁତ୍ର ଗୁରୂତର ପରେ ବାଲେଶ୍ବର ମେଡ଼ିକାଲରେ ଭର୍ତି, ଭୁଲ ଔଷଧକୁ ନେଇ ବାଲେଶ୍ବର ମେଡ଼ିକାଲରେ ଉତ୍ତେଜନା ।ସୂଚନା ଅନୁଯାୟୀ ବାଲେଶ୍ବର କୁରୂଡା ଖାନ୍ ନଗର ଅଞ୍ଚଳର ପ୍ରଭାକର ଲେଙ୍କା ଙ୍କ ଦେଢ଼ ବର୍ଷର ଶିଶୁ ପୁତ୍ର ଦେହ ଖରାପ ହେବାରୁ ଡାକ୍ତର ଶୁଭଙ୍କର ମିଶ୍ରଙ୍କୁ ଦେକାଇ ମେଡିକାଲ୍ ସାମ୍ନା ରେ ଥିବା ମଙ୍ଗଳା ଔଷଧ ଷ୍ଟୋର ରୁ ଔଷଧ ଆଣିଥିଲେ । ଔଷଧ ଦୋକାନୀ ଡାକ୍ତରଙ୍କ ପେଷ୍କିସନ୍ ଉପରେ ଭୁଲ ଔଷଧ ଦେଇ ଶିଶୁ ପୁତ୍ର ଏବେ ଗୁରୁତର । ତେବେ ଔଷଧ ଦୋକାନୀ ଦେଇଥିବା ଭୁଲ ଔଷଧ ଖାଇ ଶିଶୁ ପୁତ୍ରର ଏବେବି ବାଲେଶ୍ବର ମେଡ଼ିକାଲରେ ଅଚେତ୍ ଅବସ୍ତାରେ ରହିଛି । ଶିଶୁ ପୁତ୍ରର ପରିବାର ଲୋକେ ବାଲେଶ୍ବର ମେଡିକାଲ୍ ଫାଣ୍ଡିରେ ମେଡିସିନ ଦୋକାନୀ ଙ୍କ ନାଁରେ ଅଭିଯୋଗ । ମେଡିକାଲ୍ ପୋଲିସ ଘଟଣା ଉପରେ ଆରମ୍ଭ କରିଛି ତଦନ୍ତ ।

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଫୋକସ ପ୍ଲସ

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.