5T ଉଦଘାଟନ ପରେ କାର୍ଯ୍ୟରେ ଅନିୟମିତତା

5T ଉଦଘାଟନ ପରେ କାର୍ଯ୍ୟରେ ଅନିୟମିତତା

ଫୋକସ ପ୍ଲସ ୧୭/୦୬/୨୨(ବିଂଝାରପୁର): ବର୍ତମାନର ଏକ ଗୁରୁତ୍ୱପୂର୍ଣ୍ଣ ଖବର 5T କାର୍ଯ୍ୟ ଉଦଘାଟନ ପରେ ଅନିୟମିତତା ଅଭିଯୋଗ ନେଇ ବିଦ୍ୟାଳୟ ଆଗରେ ବାଡ଼ ବସେଇଲେ ଗ୍ରାମର କିଛି ସଚେତନ ନାଗରିକ। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ବିଂଝାରପୁର ହାଇସ୍କୁଲ ର 5T କାର୍ଯ୍ୟ ନିମ୍ନମାନର ହେଇଥିବା ଅଭିଯୋଗ ନେଇ ବିଦ୍ୟାଳୟ ଆଗରେ ବାଉଁଶ ରେ ବାଡ଼ ବସାଇଲେ ଅଞ୍ଚଳର କିଛି ସଚେତନ ନାଗରିକ। ଅପର ପକ୍ଷରେ ଅଭିଯୋଗ ପାଇ ବିଂଝାରପୁର ବିଡ଼ିଓ ମିନତୀ ଜଗଦେଵ ବିଦ୍ୟାଳୟ ର କାର୍ଯ୍ୟ କୁ ତଦନ୍ତ କରିଛନ୍ତି।

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.