ଅଞ୍ଚଳ ବାସୀଙ୍କ ଅଞ୍ଚଳରେ ଟ୍ରେନ ରହଣି ଦାବି

ଅଞ୍ଚଳ ବାସୀଙ୍କ ଅଞ୍ଚଳରେ ଟ୍ରେନ ରହଣି ଦାବି

ଫୋକସ ପ୍ଲସ ୧୮/୦୬/୨୨ (ରାୟଗଡା): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଠାରେ ଆଗରୁ ବହୁତ ପାସିଙ୍ଗର ଟ୍ରେନ ଷ୍ଟେସନ ରେ ରହୁ ଥିଲା ଲୋକଙ୍କୁ ବହୁତ ସୁବିଧା ହଉଥଲା l ଅଅଞ୍ଚଳ ର ଲୋକ ବହୁତ ସୁବିଧାରେ କୋରାପୁଟ ଯୋଗଦଲପୁର ବିଶାଖାପାଟଣା ଯାଉଥିଲେ କିନ୍ତୁ କରନା ପରେ ଟ୍ରେନ ଚାଲିଲାନାହିଁ l ଏବେ ଟ୍ରେନ ଚାଲିଛି କିନ୍ତୁ ଟିକିରି ଷ୍ଟେସନ ରେ ରହୁନାହିଁ l ଏହି ସବୁ ଆସିବିଧା କୁ ନେଇଁ ଟିକିରି ଅଞ୍ଚଳବାସି ଆଗାମୀ 22-06-2022ରେ ଟିକିରି ଷ୍ଟେସନ ରେ ରେଳ ରକ ର ଚେତାବନୀ ଦେଇଥିଲେ କିନ୍ତୁ ରେଳ ବିଭାଗ ରୁ କିଛି ପ୍ରତିଶୃତି ଦେଇଥିବାରୁ 22-06-2022 ତାରିଖ କୁ ପ୍ରତ୍ୟଖାନ କରି 25 ତାରିଖ ଦିନ ଆଲଚନା ହେଲାପରେ ନିଷ୍ପତି ନିୟଯିବ ବଲି କହିଥିଲେ l ଆଗାମୀ ଦିନରେ ଏହି ସବୁ ଦାବି ପୂରଣ ନ ହୁଅ ଅଞ୍ଚଳ ବାସି ଏବଂ ସର୍ବସାଧାରଣ ମିସି ଆନ୍ଦଳ କୁ ଉଲ୍ଲାଇ ବୁ ବଲି ଚେତାବନୀଦେଇଥିଲେ l

କାଶୀପୁରବ୍ଲକ ରୁ କର୍ଣ୍ଣ କନ୍ଦପାଣି ଙ୍କ ରିପୋର୍ଟ ଫୋକସ ପ୍ଲସ |

 

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *