ଜି,ଆଇ,ଇ,ଟି  ଗୁଣୁପୁର ୨୫ ବର୍ଷ ପୂର୍ତ୍ତି ପାଳନ

ଜି,ଆଇ,ଇ,ଟି ଗୁଣୁପୁର ୨୫ ବର୍ଷ ପୂର୍ତ୍ତି ପାଳନ

ଫୋକସ ପ୍ଲସ ୧୮/୦୬/୨୨ (ବାଲେଶ୍ୱର): ଆଜି ମା ଏଣ୍ଟରନେସନାଲ ହୋଟେଲ ର ସମ୍ମିଳୀ ହଲ ରେ ଜି,ଆ,ଇ ଈ,ଟି ଗୁଣୁପୁର ର ୨୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଆୟୋଜିତ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି। ଏହି ସମ୍ମିଳନୀ ମୁଖ୍ୟ ଅତିଥି ଭାବେ ଜି, ଆଇ, ଇ,ଟି, ଗୁଣୁପୁର ବାୟୋଟେକ୍ଲଜୀ ର ମୁଖ୍ୟ ପ୍ରଫେସର ଆଡସିସନ୍ ଡିନ ଗୋପାଳ କୃଷ୍ଣ ମହାନ୍ତି ଯୋଗ ଦେଇ ଥିଲେ। ସେ କହିଥିଲେ ଓଡ଼ିଶାର u g c ସିକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟ ମାନଙ୍କ ମଧ୍ୟରେ ଏକ ଅଗ୍ରଣୀ ବିଦ୍ୟାଳୟ ହେଉଛି ଜି, ଆଇ, ଇ, ଟି,ଗୁଣୁପୁର । ଉଚ୍ଚତମ ଶ୍ରୁଖଳା ଓ ସଚେତନା ପରିବେଶ ରେ ଆନ୍ତଜର୍ତିୟ ସ୍ତର ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ତାର ଆଦର୍ଶ। ଜିଏ ସ୍ଵପ୍ନ ଦେଖି ସୋପ୍ନ କୁ ସତ୍ୟ ରେ ପରିଣତ କରି ପାରନ୍ତି ସେହେଉଛନ୍ତି ଜି ଆଇ ଇ ଟି ଗୁଣୁପୁର ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ପଣ୍ଡା।

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଫୋକସ ପ୍ଲସ |

 

Related post

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଫୋକସ ପ୍ଲସ (ଢେଙ୍କାନାଳ) ୦୭/୦୭/୨୦୨୨: କାମାକ୍ଷାନଗର ଉପଖଣ୍ଡ ଅଧିନସ୍ତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଖୁପାଳ ଠାରେ ଚାଲିଥିବା ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଗୁରୁବାର…
ଅଭାବୀ ପରିବାରରେ ମେଧାବୀ ଛାତ୍ର

ଅଭାବୀ ପରିବାରରେ ମେଧାବୀ ଛାତ୍ର

ଫୋକସ ପ୍ଲସ (ଭୁବନ) ୦୭/୦୭/୨୦୨୨: ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ଏକ ଅଭାବି ପରିବାରର ଛାତ୍ର ଓମ ପ୍ରକାଶ ସାହୁ । ବହୁତ ଅଭାବ ଅନଟନ ରେ…
ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଫୋକସ ପ୍ଲସ (ଭଦ୍ରକ) ୦୭/୦୭/୨୦୨୨: ଭଦ୍ରକ କଲେଜରେ ୭୫ତମ ପ୍ରତିଷ୍ଠା ଦିବସ ପାଳିତ ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ଦ୍ଵିତୀୟ ସର୍ବବୃହତମ ମହାବିଦ୍ୟାଳୟ ଭଦ୍ରକ କଲେଜ ଆଜି ପାଳନ…

Leave a Reply

Your email address will not be published.