ଜି,ଆଇ,ଇ,ଟି  ଗୁଣୁପୁର ୨୫ ବର୍ଷ ପୂର୍ତ୍ତି ପାଳନ

ଜି,ଆଇ,ଇ,ଟି ଗୁଣୁପୁର ୨୫ ବର୍ଷ ପୂର୍ତ୍ତି ପାଳନ

ଫୋକସ ପ୍ଲସ ୨୦/୦୬/୨୨(ଗୁଣୁପୁର): ଆଜି ମା ଏଣ୍ଟରନେସନାଲ ହୋଟେଲ ର ସମ୍ମିଳୀ ହଲ ରେ ଜି,ଆ,ଇ ଈ,ଟି ଗୁଣୁପୁର ର ୨୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଆୟୋଜିତ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି। ଏହି ସମ୍ମିଳନୀ ମୁଖ୍ୟ ଅତିଥି ଭାବେ ଜି, ଆଇ, ଇ,ଟି, ଗୁଣୁପୁର ବାୟୋଟେକ୍ଲଜୀ ର ମୁଖ୍ୟ ପ୍ରଫେସର ଆଡସିସନ୍ ଡିନ ଗୋପାଳ କୃଷ୍ଣ ମହାନ୍ତି ଯୋଗ ଦେଇ ଥିଲେ। ସେ କହିଥିଲେ ଓଡ଼ିଶାର u g c ସିକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟ ମାନଙ୍କ ମଧ୍ୟରେ ଏକ ଅଗ୍ରଣୀ ବିଦ୍ୟାଳୟ ହେଉଛି ଜି, ଆଇ, ଇ, ଟି,ଗୁଣୁପୁର । ଉଚ୍ଚତମ ଶ୍ରୁଖଳା ଓ ସଚେତନା ପରିବେଶ ରେ ଆନ୍ତଜର୍ତିୟ ସ୍ତର ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ତାର ଆଦର୍ଶ। ଜିଏ ସ୍ଵପ୍ନ ଦେଖି ସୋପ୍ନ କୁ ସତ୍ୟ ରେ ପରିଣତ କରି ପାରନ୍ତି ସେହେଉଛନ୍ତି ଜି ଆଇ ଇ ଟି ଗୁଣୁପୁର ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ପଣ୍ଡା।

 

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଫୋକସ ପ୍ଲସ |

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.