ଜଳ ଯୋଗରେ ମଗ୍ନ ସୁଧୀର କୁମାର

ଜଳ ଯୋଗରେ ମଗ୍ନ ସୁଧୀର କୁମାର

ଫୋକସ ପ୍ଲସ (ଚିଲିକା) ୨୧/୦୬/୨୦୨୨ : ପ୍ରତିଦିନ ଦୈନିକ ଓଡ଼ିଆ ଖବର କାଗଜର ସମ୍ପାଦକ ସୁଧୀର କୁମାର ପଣ୍ଡାଙ୍କ ବାଲୁଗାଁ ବଡ଼କୁଳ ପାନ୍ଥନିବାସ ନିକଟରେ ଚିଲିକାହ୍ରଦରେ ଯୋଗ ଦିବସରେ ବହୁ ସମୟ ଧରି ଜଳଯୋଗାସନ କରିବା ସହ ଜନସାଧାରଣଙ୍କୁ ଯୋଗ ଶିକ୍ଷା କରିବାପାଇଁ ବାର୍ତ୍ତା ଦେଇଛନ୍ତି ।ଦୀର୍ଘସମୟ ଧରି ଜଳରେ ଭାସମାନ ଅବସ୍ଥାରେ ଥିଲେ ଯାହା ସ୍ଥାନୀୟ ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହେବା ସହ ବହୁ ପ୍ରସଂସା କରିଥିଲେ। ବିଭିନ୍ନ ବନ୍ୟା ବାତ୍ୟାରେ ଓ ଡଙ୍ଗା ବୁଡିରେ ଅକାଳମୃତ୍ୟୁ ହେଉଛି। ଏଥିରୁ ବର୍ତ୍ତିବା ପାଇଁ ଜଳଯୋଗ ନିହାତି ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ।ଏବଂ ରାଜ୍ୟ ସରକାରଙ୍କୁ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଏହି ଜଳ ଯୋଗାସନ ଶିକ୍ଷା ଦେବାପାଇଁ ଅନୁରୋଧକରିଛନ୍ତି।

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *