ଜଳ ଯୋଗରେ ମଗ୍ନ ସୁଧୀର କୁମାର

ଜଳ ଯୋଗରେ ମଗ୍ନ ସୁଧୀର କୁମାର

ଫୋକସ ପ୍ଲସ (ଚିଲିକା) ୨୧/୦୬/୨୦୨୨ : ପ୍ରତିଦିନ ଦୈନିକ ଓଡ଼ିଆ ଖବର କାଗଜର ସମ୍ପାଦକ ସୁଧୀର କୁମାର ପଣ୍ଡାଙ୍କ ବାଲୁଗାଁ ବଡ଼କୁଳ ପାନ୍ଥନିବାସ ନିକଟରେ ଚିଲିକାହ୍ରଦରେ ଯୋଗ ଦିବସରେ ବହୁ ସମୟ ଧରି ଜଳଯୋଗାସନ କରିବା ସହ ଜନସାଧାରଣଙ୍କୁ ଯୋଗ ଶିକ୍ଷା କରିବାପାଇଁ ବାର୍ତ୍ତା ଦେଇଛନ୍ତି ।ଦୀର୍ଘସମୟ ଧରି ଜଳରେ ଭାସମାନ ଅବସ୍ଥାରେ ଥିଲେ ଯାହା ସ୍ଥାନୀୟ ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହେବା ସହ ବହୁ ପ୍ରସଂସା କରିଥିଲେ। ବିଭିନ୍ନ ବନ୍ୟା ବାତ୍ୟାରେ ଓ ଡଙ୍ଗା ବୁଡିରେ ଅକାଳମୃତ୍ୟୁ ହେଉଛି। ଏଥିରୁ ବର୍ତ୍ତିବା ପାଇଁ ଜଳଯୋଗ ନିହାତି ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ।ଏବଂ ରାଜ୍ୟ ସରକାରଙ୍କୁ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଏହି ଜଳ ଯୋଗାସନ ଶିକ୍ଷା ଦେବାପାଇଁ ଅନୁରୋଧକରିଛନ୍ତି।

Related post

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଫୋକସ ପ୍ଲସ (ଢେଙ୍କାନାଳ) ୦୭/୦୭/୨୦୨୨: କାମାକ୍ଷାନଗର ଉପଖଣ୍ଡ ଅଧିନସ୍ତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଖୁପାଳ ଠାରେ ଚାଲିଥିବା ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଗୁରୁବାର…
ଅଭାବୀ ପରିବାରରେ ମେଧାବୀ ଛାତ୍ର

ଅଭାବୀ ପରିବାରରେ ମେଧାବୀ ଛାତ୍ର

ଫୋକସ ପ୍ଲସ (ଭୁବନ) ୦୭/୦୭/୨୦୨୨: ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ଏକ ଅଭାବି ପରିବାରର ଛାତ୍ର ଓମ ପ୍ରକାଶ ସାହୁ । ବହୁତ ଅଭାବ ଅନଟନ ରେ…
ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଭଦ୍ରକ ମହାବିଦ୍ୟାଳୟ ରେ ୭୫ତମ ପ୍ରତିଷ୍ଠା ଦିବସ

ଫୋକସ ପ୍ଲସ (ଭଦ୍ରକ) ୦୭/୦୭/୨୦୨୨: ଭଦ୍ରକ କଲେଜରେ ୭୫ତମ ପ୍ରତିଷ୍ଠା ଦିବସ ପାଳିତ ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ଦ୍ଵିତୀୟ ସର୍ବବୃହତମ ମହାବିଦ୍ୟାଳୟ ଭଦ୍ରକ କଲେଜ ଆଜି ପାଳନ…

Leave a Reply

Your email address will not be published.