ଅଗ୍ନିକାଣ୍ଡରେ ଜଳିପୋଡ଼ି ଗଲା ଗାଡି

ଅଗ୍ନିକାଣ୍ଡରେ ଜଳିପୋଡ଼ି ଗଲା ଗାଡି

ଫୋକସ ପ୍ଲସ (ଧାମନଗର)୨୨/୦୬/୨୦୨୨:ବାରିକ୍ ପୁର ବ୍ରିଜ ଉପରେ ଜଳୁ ଥିବା ଗାଡ଼ି ନମ୍ୱର୍ OR09K5973 .ଗାଡ଼ି ପାଣିକୋଇଲି ପଟୁ ଆସୁଥିବା ବେଳେ ବ୍ରିଜ ଉପରେ କୌଣସି କାରଣରୁ ନିଆଁ ଲାଗିଥିବା ବେଳେ ନିଆଁ କୁ ଆୟତ୍ତ କରିବାରେ ସଫଳ ହେଇ ନଥିଲେ ଦମକଳ ବାହିନୀ ।ଭୟଙ୍କର ନିଆଁ ଲାଗିଥିବା ବେଳେ ଗାଡ଼ି ରେ ତେଲ ଥିବା ହେତୁ ଗାଡ଼ି ନିଆଁ କୁ ଆୟତ୍ତ କରା ଯାଇ ପାରିନଥିଲା ।ତେବେ ଘଟଣା ସ୍ଥଳରେ ଡ୍ରାଇଭର ଏବଂ ହେଲ୍ ପର୍ ଙ୍କ ପତା ମିଳୁ ନଥିବା ବେଳେ ଆସା ଆଶଙ୍କାରେ ସ୍ଥାନୀୟ ଲୋକ ।ତେବେ ଘଟଣା ସ୍ଥଳରେ ଜାତୀୟ ରାଜପଥ ୨ ଘଣ୍ଟା ରାସ୍ତା ଯାମ ହେଉଥିବା ବେଳେ ଧାମନଗର ପୋଲିସ ଆସି ଗାଡ଼ି କୁ ରାସ୍ତାରୁ ଧୀରେ ଧୀରେ ଛାଡ଼ି ଥିଲେ ।

ମଳୟ ରଞ୍ଜନ ଦାସଙ୍କ ରିପୋର୍ଟ ଫୋକସ ପ୍ଲସ |

 

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.