ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟତାର ସ୍ୱତନ୍ତ୍ର ପରିଚୟ ଛିଲିପା ପଞ୍ଚାୟତ

ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟତାର ସ୍ୱତନ୍ତ୍ର ପରିଚୟ ଛିଲିପା ପଞ୍ଚାୟତ

ଫୋକସ ପ୍ଲସ (କଳାହାଣ୍ଡି)୨୨/୦୬/୨୦୨୨: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ରୁ ୩ କିଲୋମିଟର ଦୂରରେ ଅବସ୍ଥିତ ଛିଲିପା ଗ୍ରାମ ପଞ୍ଚାୟତ।ସୌନ୍ଦର୍ୟିକରଣ ଓ ସ୍ୱଚ୍ଛତା ରେ ବହୁତ ସୁନ୍ଦର ରକ୍ଷଣାବେକ୍ଷଣ କରିଛନ୍ତି ବର୍ତ୍ତମାନର ସରପଞ୍ଚ ବିଭୁଦତ୍ତ ପ୍ରଧାନୀ।ପୂର୍ବ ଅବଧିରେ ସେ ନାଏବ ସରପଞ୍ଚ ଭାବେ ବି କାର୍ଯ୍ୟ ସମ୍ପାଦନ କରିଛନ୍ତି।ସୁନ୍ଦର ଅଫିସ, ସଭାଗୃହ ଓ ଫୁଲ ଗଛ ରେ ସଜ୍ଜିତ କରିବା ସହ ପୁରୁଷ ଓ ମହିଳା ମାନଙ୍କ ପାଇଁ ସ୍ୱଚ୍ଛ ଶୌଚାଳୟ ତିଆରି କରିଛନ୍ତି।ଛିଲିପା ଗାଁ ତେଲ ନଦୀ ତଟ ରେ ଥିବା ଗ୍ରାମ ଜଙ୍ଗଲ ରେ ରାମ ମନ୍ଦିର ପାଖରେ ପୋଖରୀ ଖୋଲି ବୋଟିଂ ଓ ଉଦ୍ୟାନ କରି ଗୋଟିଏ ଦର୍ଶନୀୟ କରିବେ ବୋଲି ସେ କହିଛନ୍ତି।ତାଙ୍କର ଏ ନିଆରା ପ୍ରୟାସ ଓ ତାଙ୍କ କାର୍ଯ୍ୟାଳୟ କୁ ମନ୍ଦିର ଭଳି ସଜେଇ ରଖିବା ପାଇଁ ତାଙ୍କୁ ସ୍ଥାନୀୟ ଜନସାଧାରଣଙ୍କ ପ୍ରଶଂସା ର ପାତ୍ର ହେଇଛନ୍ତି।

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.