ବିର୍ଲା କମ୍ପାନୀ ଜମିହୀନଙ୍କ ନିଯୁକ୍ତି ଦାବିରେ ବନ୍ଦ ଡାକରା

ବିର୍ଲା କମ୍ପାନୀ ଜମିହୀନଙ୍କ ନିଯୁକ୍ତି ଦାବିରେ ବନ୍ଦ ଡାକରା

ଫୋକସ ପ୍ଲସ (ତାଳଚେର)୨୨/୦୬/୨୦୨୨: ବର୍ତମାନ ର ସେଇ ବଡ଼ ଖବର, ଦୀର୍ଘ ଦୁଇ ଦିନ ଧରି ତାଳଚେର ଭୁବନେଶ୍ୱରୀ କୋଇଲା ଖଣି ଅଧିନରେ ଥିବା ଆଦିତ୍ୟ ବିର୍ଲା କମ୍ପାନୀ ରେ ଜମିହରା ପ୍ରଜାମାନଙ୍କୁ ନିଯୁକ୍ତି ନଦେବା ପ୍ରତିବାଦରେ ହୋଇଥିବା ବନ୍ଦ ଡାକରା | ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ସୁରକ୍ଷା ମଞ୍ଚ ର ସଭାପତି ମୁରଲୀଧର ସାହୁ, ଅନୁଗୁଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଆଦିତ୍ୟ ବିର୍ଲା କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଉପସ୍ଥିତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା |ଉକ୍ତ ବୈଠକ ରେ ତାଳଚେର ଠାରେ ଡୋଜର, ଡମ୍ପର, ଗ୍ରେଡର ଇତ୍ୟାଦି ସମସ୍ତ ମେସିନ୍ ସମ୍ୱର୍ଦ୍ଧ ରେ ନୂତନ ତାଲିମ୍ କେନ୍ଦ୍ର ଖୋଲାଯାଇ ବେକାରୀ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦେଇ ନିଯୁକ୍ତି ପ୍ରଦାନ କରିବା ସହିତ ନିକଟସ୍ଥ ପଞ୍ଚାୟତ ର ଖଣିକ୍ଷତି ଗ୍ରସ୍ତ ତଥା ବେକାରୀ ଯୁବକ ମାନଙ୍କୁ ତୁରନ୍ତ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉକ୍ତ ବୈଠକ ରେ ତାଳଚେର ବ୍ଲକ୍ ଅଧକ୍ଷା ଶ୍ରୀମତୀ ହେମଲତା ମହାନ୍ତି, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟା ଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।

ତାଳଚେର ରୁ ରବୀନ୍ଦ୍ର ନାଥ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…
ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ…

Leave a Reply

Your email address will not be published.