ସୁଙ୍କି ସମବାୟ ସମିତିରେ ଧର୍ମଗୋଳାରେ ବିଜୟୀ ହେଲେ ବିଜେଡି ପାର୍ଥି

ସୁଙ୍କି ସମବାୟ ସମିତିରେ ଧର୍ମଗୋଳାରେ ବିଜୟୀ ହେଲେ ବିଜେଡି ପାର୍ଥି

ଫୋକସ ପ୍ଲସ (କୋରାପୁଟ)୨୪/୦୬/୨୦୨୨: ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ସୁଙ୍କି ସମବାୟ ସମିତି ଠାରେ ୧୫ ଜଣ ଡାଇରେକ୍ଟର ଙ୍କ ଉପସ୍ଥିତ ରେ ସଭାପତି ପଦ ପାଇଁ ଶ୍ରୀ ବଳଦାବଇ ପତି ଏବଂ ଶ୍ରୀ ପାଡିସୁନ୍ଦର ରାଓ ଦୁଇ ଜଣ ଙ୍କ ନାମ ରେ ଧର୍ମ ଗୋଳା ହେଇଥିବା ବେଳେ ବିଜୁ ଜନତା ଦଳ ସମର୍ଥିତ ଶ୍ରୀ ବଲଦାବୋଇ ପତି ଧର୍ମ ଗୋଲା ରେ ବିଜୟୀ ହୋଇ ଥିଲେ । ଏହି ସମୟରେ ଜିଲ୍ଲା ପରିଷଦ ସଭ୍ୟ ପଟାଙ୍ଗି ୨ ଶ୍ରୀ ଲଇଛନ ଖରା ଙ୍କ ନେତୃତ୍ୱରେ ଓ ସହଯୋଗୀ ଶ୍ରୀ ସୁଶାନ୍ତ କୁମାର ବାଙ୍କା, ଏ ପୂର୍ଣ୍ଣ, ଗୋପାଳ ଖରା, ଏନ୍ ରବି ସମେତପଟାଙ୍ଗି ବ୍ଲକ୍ ଅନ୍ତର୍ଗତ ସୁଙ୍କି ସମବାୟ ସମିତି ଠାରେ ୧୫ ଜଣ ଡାଇରେକ୍ଟର ଙ୍କ ଉପସ୍ଥିତ ରେ ସଭାପତି ପଦ ପାଇଁ ଶ୍ରୀ ବଳଦାବଇ ପତି ଏବଂ ଶ୍ରୀ ପାଡିସୁନ୍ଦର ରାଓ ଦୁଇ ଜଣ ଙ୍କ ନାମ ରେ ଧର୍ମ ଗୋଳା ହେଇଥିବା ବେଳେ ବିଜୁ ଜନତା ଦଳ ସମର୍ଥିତ ଶ୍ରୀ ବଲଦାବୋଇ ପତି ଧର୍ମ ଗୋଲା ରେ ବିଜୟୀ ହୋଇ ଥିଲେ । ଏହି ସମୟରେ ଜିଲ୍ଲା ପରିଷଦ ସଭ୍ୟ ପଟାଙ୍ଗି ୨ ଶ୍ରୀ ଲଇଛନ ଖରା ଙ୍କ ନେତୃତ୍ୱରେ ଓ ସହଯୋଗୀ ଶ୍ରୀ ସୁଶାନ୍ତ କୁମାର ବାଙ୍କା, ଏ ପୂର୍ଣ୍ଣ, ଗୋପାଳ ଖରା, ଏନ୍ ରବି ସମେତପଟାଙ୍ଗି ବ୍ଲକ୍ ଅନ୍ତର୍ଗତ ସୁଙ୍କି ସମବାୟ ସମିତି ଠାରେ ୧୫ ଜଣ ଡାଇରେକ୍ଟର ଙ୍କ ଉପସ୍ଥିତ ରେ ସଭାପତି ପଦ ପାଇଁ ଶ୍ରୀ ବଳଦାବଇ ପତି ଏବଂ ଶ୍ରୀ ପାଡିସୁନ୍ଦର ରାଓ ଦୁଇ ଜଣ ଙ୍କ ନାମ ରେ ଧର୍ମ ଗୋଳା ହେଇଥିବା ବେଳେ ବିଜୁ ଜନତା ଦଳ ସମର୍ଥିତ ଶ୍ରୀ ବଲଦାବୋଇ ପତି ଧର୍ମ ଗୋଲା ରେ ବିଜୟୀ ହୋଇ ଥିଲେ । ଏହି ସମୟରେ ଜିଲ୍ଲା ପରିଷଦ ସଭ୍ୟ ପଟାଙ୍ଗି ୨ ଶ୍ରୀ ଲଇଛନ ଖରା ଙ୍କ ନେତୃତ୍ୱରେ ଓ ସହଯୋଗୀ ଶ୍ରୀ ସୁଶାନ୍ତ କୁମାର ବାଙ୍କା, ଏ ପୂର୍ଣ୍ଣ, ଗୋପାଳ ଖରା, ଏନ୍ ରବି ସମେତ ପଟ୍ଟାଙ୍ଗି ବ୍ଲକ ଯୁବସଭାପତି ପ୍ରଦୀପ ପଣ୍ଡା ଏବଂ ବହୁ ବରିଷ୍ଠ କର୍ମୀ ଉକ୍ତ ଧର୍ମ ଗୁଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.