ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

ଫୋକସ ପ୍ଲସ (କଟକ) ୦୬/୦୭/୨୦୨୨: ପ୍ରକାଶ ପାଇଲା ଚଳିତବର୍ଷ(2021-2022) ମାଟ୍ରିକ ପରୀକ୍ଷା ଫଳ।ଚଳିତବର୍ଷ 5,17847, 90.55 ପ୍ରତିଶତ ରେଜଲ୍ଟ । ବାଳକ, 2,56 877 ,88,77 ପ୍ରତିଶତ । ବାଳିକା ,260970, 92.37 ପ୍ରତିଶତ।।A1 ରେ 8,119 ଜଣ ରହିଥିବା ବେଳେ A2 54,889 ରେ ,B1 ରେ 1,20 312 ଜଣ ,B2 1,42,599 । ତେବେ 8,699 ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି।ଚଳିତବର୍ଷ 5 ,71909 ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିବା ବେଳେ । ଗତବର୍ଷ 97.89 ରେଜଲ୍ଟ ହୋଇଥିଲା।A1 ରେ 2656 ଜଣ ରହିଥିବା ବେଳେ A2 ରେ 22 ହଜାର 131 ଜଣ,B1 ରେ 52299 ଜଣ,B2 ରେ 94475 ଜଣ,C ରେ 137014 ଜଣ ଛାତ୍ରଛାତ୍ରୀ ପାସ କରିଥିଲେ।ତେବେ 7703 ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିଲେ।ଗତବର୍ଷ 5 ଲକ୍ଷ 74 ହଜାର 125 ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିବା ବେଳେ 5 ଲକ୍ଷ 62 ହଜାର 10 ଜଣ ଛାତ୍ରଛାତ୍ରୀ ପାସ କରିଥିଲେ।ସେଥିରୁ 2 ଲକ୍ଷ 80 ହଜାର 352 ଜଣ ଛାତ୍ର ହୋଇଥିବାବେଳେ 2 ଲକ୍ଷ 81 ହଜାର 658 ଜଣ ଛାତ୍ରୀ ପାସ କରିଥିଲେ।ତେବେ 4412 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିଲେ।ସେହିପରି ଚଳିତବର୍ଷ 53ହଜାର 279 ଜଣ ଛାତ୍ରଛାତ୍ରୀ ଏକ୍ସ ରେଗୁଲାର ପାଇଁ ଫର୍ମ ଫିଲପ କରିଥିବାବେଳେ 1810 ଜଣ ପରୀକ୍ଷା ଦେଇନଥିଲେ।ସେଥିରୁ 47 ହଜାର 60 ଜଣ ପାସ କରିଥିଲେ।ତେବେ ଏକ୍ସ ରେଗୁଲାର ରେ ପାସ ହାର 88.33 ପ୍ରତିଶତ ରହିଥିଲା।ତେବେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ 99.09 ପ୍ରତିଶତ ରେଜଲ୍ଟ ହୋଇଥିଲା।3 ଟି ସ୍କୁଲ ମାଲକାନଗିରି ,2 , ଅନୁଗୁଳ1 ଜିରୋ ରେଜଲ୍ଟ ରହିଛି।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *