ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ସମିତିର ସଭାପତି ଭାବେ ନିର୍ବାଚିତ ଗଗନ ବିହାରୀ ବାରିକ

ଫୋକସ ପ୍ଲସ (ଆଠମଲ୍ଲିକ) ୦୭/୦୭/୨୦୨୨: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ସେବା ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟ ମତଦାନ ଦିବସରେ ରେ ଗଗନ ବିହାରୀ ବାରିକ ସଭାପତି ପଦରେ ନିର୍ବାଚିତ ହୋଇଥିବା ଦେଖାଦେଇଛି । ବିଜେଡି ଦଳର ହାତରେ ୮ଖଣ୍ଡ ଭୋଟ ଥିବାବେଳେ ଅଣବିଜେଡି ଦଳର ର ୩ ଟି ଓ ବିଜେପି ଦଳର ୪ ଟି ମେଣ୍ଟରେ ମୋଟ ୭ ଗୋଟି ଭୋଟ ରହିଥିଲା । ବିଜେଡି ଦଳର ଗୋଟିଏ ଭୋଟ କ୍ରସ ଭୋଟବଳରେ ବିଜେପି ସମର୍ଥିତ ପ୍ରାର୍ଥୀ ଗଗନ ବିହାରୀ ବାରିକ ୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟ ତମ ପ୍ରତିଦ୍ୱନ୍ଦୀ ବିଷ୍ନ୍ ଚନ୍ଦ୍ର ପ୍ରଧାନ ୭ ଖଣ୍ଡ ଭୋଟ୍ ପାଇ ପରାଜୟ ବରଣ କରିଥିବା ଦେଖାଦେଇଛି ।

ଆଠମଲ୍ଲିକ ରୁ କରୁଣାକର ନାୟକ ଙ୍କ ରିପୋଟ ଫୋକସ ପ୍ଲସ ।

Related post

ଅର୍ଣ୍ଣ ଯୋଜନାରେ ବାଟମାରଣା ଖାଉଟି ମାନଙ୍କ ରାସ୍ତା ରୋକ

ଅର୍ଣ୍ଣ ଯୋଜନାରେ ବାଟମାରଣା ଖାଉଟି ମାନଙ୍କ ରାସ୍ତା ରୋକ

ଫୋକସ ପ୍ଲସ(କଟକସଦର)୦୮/୦୮/୨୦୨୨:ସୂଚନା ରୁ ପ୍ରଣାସ ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଠାରେ ଚାଉଳ ନମିଳିବାରୁ ହିତାଧିକାରୀ ମାନେ ଟାୟାର ଜାଳି ଆଜି ବନ୍ତ ବାରିକପୁର…
ପୋଲିସ କୁ ବଡ଼ ସଫଳତା

ପୋଲିସ କୁ ବଡ଼ ସଫଳତା

ଫୋକସ ପ୍ଲସ(ଖପ୍ରାଖୋଲ)୦୮/୦୮/୨୦୨୨:ବଲାଙ୍ଗିର ଜିଲା ପାଟଣାଗଡ଼ ସବଡ଼ିଭିଜନ ଖପ୍ରାଖୋଲ ଥାନା ଓ.ଏ.ଭି. ସ୍କୁଲ ନିକଟରେ ଡକାୟତି ହୋଇଥିବା ଘଟଣାର ପର୍ଦାଫାସ କରିଛି ଖପ୍ରାଖୋଲ ପୋଲିସ । ଏନେଇ ଥାନା ପରିସରରେ…
ଡ୍ରାଇଭର ଏବଂ ଚଷା ପୁଅ ଜୀବନ କାହାଣୀର ଗୀତ ଗାଇ ଭାଇରାଲ ଯୁବକ

ଡ୍ରାଇଭର ଏବଂ ଚଷା ପୁଅ ଜୀବନ କାହାଣୀର ଗୀତ ଗାଇ ଭାଇରାଲ…

ଫୋକସ ପ୍ଲସ(ନୟାଗଡ)୦୮/୦୮/୨୦୨୨: ପାରମ୍ପରିକ ଖଜଣି ବାଦ୍ୟ ବଜାଇ ଡ୍ରାଇଭର ଭାଇର ଦୁଃଖ ଏବଂ ଚଷାପୁଅର ଦୁଃଖ କାହାଣୀର ଗୀତ ଗାଈ ସୋସିଆଲ ମିଡିଆରେ ବେଶ ଟ୍ରଣ୍ଡ କରୁଛନ୍ତି ନୟାଗଡର…

Leave a Reply

Your email address will not be published.