ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଵାବ୍ୟ ଦଳରେ ସ୍ଥାନ ପାଇ ଲମତାପୁଟ ବ୍ଲକ୍ ର ଇତିହାସ ସୃଷ୍ଟି କରିଛି । ନକୁଳ କୋରାପୁଟ ଦୃଷ୍ଟିହୀନ ବିଦ୍ୟ।ଳୟରେ ପାଠ ପଢିବା ସହିତ ଦୃଷ୍ଟିହୀନ କ୍ରିକେଟ ରେ ପାଦଦେଇ ପରିବାର ର ଅନେକ ଆର୍ଥିକ ଅନଟନ ସହିତ ରାଜ୍ୟ ଓ ଜାତିୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ଵ କରି ସଫଳତା ହାସର କରି ପଛକୁ ଫେରି ନାହାନ୍ତି । ବର୍ତ୍ତମାନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଵାବ୍ୟ ଦଳରେ ଓଡିଶାରୁ ୪ଜଣ ଖେଳାଳି ସ୍ଥାନ ପାଇଥିଲା ବେଳେ ଅଭିବକ୍ତ କୋରାପୁଟ ଜିଲ୍ଲାରୁ ତିନିଜଣ କୋରାପୁଟ ଜିଲ୍ଲାରୁ ନକୁଳ ବଡନାୟକ, ସୁକରାମ ମାଝୀ ଓ ନବରଙ୍ଗପୁର ଜିଲ୍ଲାରୁ ତପନ କୁମାର ଗୈ।ଡ ସ୍ଥାନ ପାଇ ଅଭିବକ୍ତ କୋରାପୁଟ ଜିଲ୍ଲା ପାଇଁ ଗୈ।ରବ ଆଣିଦେଇଛନ୍ତି । ସୁକୁରାମ ପୂର୍ବରୁ ବିଶ୍ଵକପ ଖେଳିଥିଲା ବେଳେ ନକୁଳ ପ୍ରଥମ ଥର ବିଶ୍ଵକପ ଖେଳି ଗୈ।ରବ ଆଣିବାର ଆଶା ଦେଖାଦେଇଛି ଏଥିପାଇଁ ଉଭୟ ନକୁଳ ଓ ସୁକୁରାମ ସମ୍ଵାବ୍ୟ ଦଳରୁ ବିଶ୍ଵକପ ଚୁଡାନ୍ତ ଦଳରେ ସ୍ଥାନ ପାଇ ବିଶ୍ଵକପ୍ ଖେଳିବାର ସୁଯୋଗ ପାଇବା ପାଇଁ ସଫଳତା କାମନା କରିବା ସହିତ ଗର୍ବିତ ହେଉଛନ୍ତି ଲମତାପୁଟ ଓ ନନ୍ଦପୁର ଅଞ୍ଚଳବାସୀ ।

Related post

ଅର୍ଣ୍ଣ ଯୋଜନାରେ ବାଟମାରଣା ଖାଉଟି ମାନଙ୍କ ରାସ୍ତା ରୋକ

ଅର୍ଣ୍ଣ ଯୋଜନାରେ ବାଟମାରଣା ଖାଉଟି ମାନଙ୍କ ରାସ୍ତା ରୋକ

ଫୋକସ ପ୍ଲସ(କଟକସଦର)୦୮/୦୮/୨୦୨୨:ସୂଚନା ରୁ ପ୍ରଣାସ ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଠାରେ ଚାଉଳ ନମିଳିବାରୁ ହିତାଧିକାରୀ ମାନେ ଟାୟାର ଜାଳି ଆଜି ବନ୍ତ ବାରିକପୁର…
ପୋଲିସ କୁ ବଡ଼ ସଫଳତା

ପୋଲିସ କୁ ବଡ଼ ସଫଳତା

ଫୋକସ ପ୍ଲସ(ଖପ୍ରାଖୋଲ)୦୮/୦୮/୨୦୨୨:ବଲାଙ୍ଗିର ଜିଲା ପାଟଣାଗଡ଼ ସବଡ଼ିଭିଜନ ଖପ୍ରାଖୋଲ ଥାନା ଓ.ଏ.ଭି. ସ୍କୁଲ ନିକଟରେ ଡକାୟତି ହୋଇଥିବା ଘଟଣାର ପର୍ଦାଫାସ କରିଛି ଖପ୍ରାଖୋଲ ପୋଲିସ । ଏନେଇ ଥାନା ପରିସରରେ…
ଡ୍ରାଇଭର ଏବଂ ଚଷା ପୁଅ ଜୀବନ କାହାଣୀର ଗୀତ ଗାଇ ଭାଇରାଲ ଯୁବକ

ଡ୍ରାଇଭର ଏବଂ ଚଷା ପୁଅ ଜୀବନ କାହାଣୀର ଗୀତ ଗାଇ ଭାଇରାଲ…

ଫୋକସ ପ୍ଲସ(ନୟାଗଡ)୦୮/୦୮/୨୦୨୨: ପାରମ୍ପରିକ ଖଜଣି ବାଦ୍ୟ ବଜାଇ ଡ୍ରାଇଭର ଭାଇର ଦୁଃଖ ଏବଂ ଚଷାପୁଅର ଦୁଃଖ କାହାଣୀର ଗୀତ ଗାଈ ସୋସିଆଲ ମିଡିଆରେ ବେଶ ଟ୍ରଣ୍ଡ କରୁଛନ୍ତି ନୟାଗଡର…

Leave a Reply

Your email address will not be published.