ଏନକାଉଣ୍ଟର ରେ ଅପରାଧୀ ମୃତ

ଏନକାଉଣ୍ଟର ରେ ଅପରାଧୀ ମୃତ

ଫୋକସ ପ୍ଲସ(ବାଲେଶ୍ୱର) ୨୮/୦୭/ ୨୦୨୨: ପୋଲିସ ସହ ଦୁର୍ଦ୍ଦାନ୍ତ ଅପରାଧି ଧସ୍ତାଧସ୍ତି ବେଳେ ଅପରାଧିର ବନ୍ଧୁକରୁ ଗୁଳି ଫୁଟି ଅପରାଧି ମୃତ |ଆବାସ ଖଣ୍ଡେ ପାଲଟିଛି ସାତ ସପନ, ଭଙ୍ଗା ଘର ତଳେ ୬ ପ୍ରାଣୀ କୁଟୁମ୍ବ, l ଆବାସ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଏବେ ବି ଯୋଜନାରୁ ବାଦ ପଡ଼ିଥିବା ଦେଖିବାକୁ ମିଳିଛି l ଆମେ କହୁଛୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଚାରିନଙ୍ଗଳ ପଞ୍ଚାୟତରେ ହୋଇଥିବା ଆବାସ ଯୋଜନା ଅନିୟମିତତାର କଥା l ଅନେକ ହିତାଧିକାରୀ ଏବେ ବି ଏହି ଗରିବ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଛନ୍ତି I ଘର ଖଣ୍ଡେ ପାଇଁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦୌଡ଼ୁ ଥିଲେ ମଧ୍ୟ ସେମାନଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କରୁ ନାହାଁନ୍ତି ବୋଲି ଅଭିଯୋଗ ହୋଇଛି l ଏହି ଅଭିଯୋଗ ମଧ୍ୟରେ ଖାଦିମମହଲା ଗ୍ରାମର ମଇଉଦ୍ଦିନ ଖାଁ ହେଉଛନ୍ତି ଜଣେ ଅଭିଯୋଗକାରୀ l ଘରେ ୬ ଜଣ ପରିବାର ସଦସ୍ୟକୁ ନେଇ ମଇଉଦ୍ଦିନ ଭଙ୍ଗା ଘରେ ରହୁଛନ୍ତି l ଯୋଜନା ଅନୁଯାଇ ଏମାନେ ପ୍ରକୃତ ହିତାଧିକାରୀ ହୋଇଥିଲେ ମଧ୍ୟ ଆବାସ ଯୋଜନା ସାତ ସପନ ପାଲଟିଛି I ୧୯୯୯ ମସିହା ମହାବାତ୍ୟାରେ ମଇଉଦ୍ଦିନଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ମୂଲ ମଜୁରୀ ଲାଗି ମାଟି କାନ୍ଥରେ ଆଜବେଷ୍ଟ ପକେଇ ରହୁଆସୁଛନ୍ତି l ପ୍ରତିଥରର ଲଗାଣ ବର୍ଷାରେ ଧୀରେ ଧୀରେ ଚାରି କାନ୍ଥ ଧୋଇ ହୋଇ ଯାଉଛି I ମଇଉଦ୍ଦିନଙ୍କୁ ତୁରନ୍ତ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଥିବା ବେଳେ ଚାରିନଙ୍ଗଳ ସରପଞ୍ଚଙ୍କ ପ୍ରତିନିଧି କିବିରିଆ ଖାଁ ତୁରନ୍ତ ତାଙ୍କୁ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ସେ ବିଧାୟଙ୍କ ଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି l

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *