ପେଟ୍ରୋଲ ମିଳିବା ନେଇ ଜମି ଅଧିଗ୍ରହଣ

ପେଟ୍ରୋଲ ମିଳିବା ନେଇ ଜମି ଅଧିଗ୍ରହଣ

ଫୋକସ ପ୍ଲସ(କୋଣାର୍କ)୧/୦୮/ ୨୦୨୨:ପୁରୀ ଜିଲ୍ଲାର ଗୋପ ଅଞ୍ଚଳ ରେ ପେଟ୍ରୋଲ ମିଳିବା ନେଇ ଜମି ଅଧିଗ୍ରହଣ ପାଇଁ ୩୭ ଜଣ ଚାଷୀମାନଙ୍କର ଜମି ନେବାକୁ କୁ ଦିଆଗଲା ୧କୋଟି ଟଙ୍କା ର ଚେକ୍।ବିଗତ ଦିନରେ ଇଣ୍ଡିଆନ୍ ଅଏଲ୍ ତରଫରୁ ପୁରୀ ଜିଲ୍ଲାର ୪ଟି ବ୍ଳକ ଗୋପ ,କାକଟପୁର, ଅସ୍ତରଙ୍ଗ ଅଞ୍ଚଳ ମାନଙ୍କରେ ପେଟ୍ରୋଲ ମିଳିବା ନେଇ କରାଯାଇଥିଲା ସର୍ଭେ। ହେଲେ ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତର ଚିତେରା ଓ ଗୋପ ପଞ୍ଚାୟତର କୁଶୁପୁର ଗ୍ରାମର ପ୍ରାୟ ୮ଏକର ରୁ ଉର୍ଦ୍ଧ୍ ଜମି ମାତ୍ରାଧିକ ପରିମାଣ ର ପେଟ୍ରୋଲ ଥିବା ଅଏଲ୍ ଇଣ୍ଡିଆ ଜାଣିବା ପରେ ଆଜି ଅଏଲ୍ ଇଣ୍ଡିଆ ତରଫରୁ ଏକ ଦଶ ଜଣିଆ ଟିମ୍ ଗୋପ ପହଞ୍ଚି ମହଲପଡ଼ା ପଞ୍ଚାୟତ ର ଚିତେରା ଓ ଗୋପ ପଞ୍ଚାୟତ ର କୁଶୁପୁର ଗ୍ରାମ ର ଯେଉଁ ମାନଙ୍କ ଜମି ଚିହ୍ନଟ କରାଯାଇଥିଲା, ସେମାନଙ୍କୁ ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ ଏକ ବର୍ଷ କୁ ଗୁଣ୍ଠ ପିଛା ୧୭୦୦୦ଟଙ୍କା ହିବାରେ ୫୩୦୦୦ଟଙ୍କା ଦିଆଯିବାକୁ କୁହାଯାଇଥିଲା।ଆଜି ୩୭ ଜଣ ଚାଷୀମାନଙ୍କୁ ୧ କୋଟି ଟଙ୍କା ପ୍ରଦାନ କରିଥିବା କୁହନ୍ତି। ଅଏଲ୍ ଇଣ୍ଡିଆର ଜେନେରାଲ ମ୍ୟାନେଜର ଅପରପକ୍ଷରେ 37 ଜଣ ଚାଷୀ ଖୁସିଥିବା ଦେଖିବାକୁ ମିଳିଛି।

 

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *