ବିଜେଡ଼ି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବିଜେଡ଼ି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୋକସ ପ୍ଲସ(ମାଲକାନଗିରି)୧୩/୦୮/୨୦୨୨: ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ଜିଲ୍ଲା ଯୁବ ବିଜେଡ଼ି ସଭାପତି ଆଡ଼ମା ରାବାଙ୍କ ନେତୃତ୍ଵରେ ପଡିଆ ବ୍ଲକର ମାଟେରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ମାଟେରୁ ସରପଞ୍ଚ ଲକ୍ଷ୍ମଣ ମାଡକାମୀ,ପଞ୍ଚାୟତ ଯୁବ ସଭାପତି ମନୋଜ କବାସୀ,ୱାର୍ଡ ମେମ୍ବର ଜଗବନ୍ଧୁ ପଡ଼ିଆମି, ପ୍ରସାନ୍ତ କୁମାର ପରିଡ଼ା, ଜିଲ୍ଲା ଯୁବ ଜନତା ଦଳ ସାଧାରଣ ସଂପାଦକ ବଳରାମ ଭଞ୍ଜ,ଯୁବ ଜନତା ଦଳ ମିଡ଼ିଆ ସଂଜୋଯକ ମନୋଜ ପଟ୍ଟନାୟକ, ପୌରପରିଷଦ ଛାତ୍ର ସଭାପତି ଏ.ରାଜୁ ରାଓ, ରଘୁ କୁରାମ୍, ରାମଚନ୍ଦ୍ର ମାଡ଼କାମୀ, ଦୁଲା ବେଟି, ଗଙ୍ଗା କରାମ୍ ଓ ପଡିଆ ବ୍ଲକର ବରିଷ୍ଠ ଯୁବ ଓ ଛାତ୍ର ବିଜେଡି କର୍ମକର୍ତା ପ୍ରମୁଖ ଯୋଗଦାନ ଦେଇଥିଲେ।

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.