ହୀରାକୁଦ ରେ ଖୋଲିଲା ଆଉ ୪ ଗେଟ

ହୀରାକୁଦ ରେ ଖୋଲିଲା ଆଉ ୪ ଗେଟ

ଫୋକସ ପ୍ଲସ(ବ୍ୟୁରୋ)୧୩/୦୮/୨୦୨୨: ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଲାଗିରହିଛି l ଜନଜୀବନ ଅସ୍ତବ୍ୟସ୍ତ ହେବ ସହ ବନ୍ୟାର ଭୟ ମଧ୍ୟ ରହିଛି l ବର୍ଷା ପ୍ରଭାବରେ ରାଜ୍ୟର ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଉଛି lଗୋଟିଏ ପରେ ଗୋଟିଏ ଗେଟ ଖୋଲା ଯାଉଛି ହୀରାକୁଦ ରେ ଆଜି ଆଉ 4 ଟି ଗେଟ ଖୋଲିଛି l ଏହାକୁ ମିଶାଇ ମୋଟ 28 ଟି ଗେଟ ଖୋଲି ସାରିଲାଣି ହୀରାକୁଦ ଜଳଭଣ୍ଡାର ରେ ପୂର୍ବରୁ 24 ଟି ଗେଟ ମଧ୍ୟ ଦେଇ ନିଶାକାଶିତ ହେଉଥିଲା ବନ୍ୟା ଜଳ ଏବେ ଆଉ 4 ଟି ପରେ 28 ଟି ଗେଟ ଖୋଲା ଯାଇସାରିଲାଣି l ତେବେ ଏମିତି ଯଦି ଲଗାଣ ବର୍ଷା l ଲଘୁଚାପ ପରେ ଲଘୁଚାପ ଦାନା ବାନ୍ଧୁଛି ଏପଟେ ବର୍ଷା ର ପରିମାଣ ଥମିବାର ନା ନେଉନି 19 ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଭାରି ମାତ୍ରାରେ ବର୍ଷିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି l

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.