ବିଦ୍ୟାଳୟ ଗେଟ୍ ବାହାରେ ରେ ପଡିଛି ତାଲା

ବିଦ୍ୟାଳୟ ଗେଟ୍ ବାହାରେ ରେ ପଡିଛି ତାଲା

ଫୋକସ ପ୍ଲସ(ଅସ୍ତରଣର) ୧୨/୦୯/୨୦୨୨:ଅସ୍ତରଙ୍ଗ. ବିଦ୍ୟାଳୟ ଗେଟ୍ ବାହାରେ ରେ ପଡିଛି ତାଲା , ବିଦ୍ୟାଳୟ ଭିତରେ ପଢୁଛନ୍ତି ଛାତ୍ର ଛାତ୍ରୀ ,ପଢାଉଛନ୍ତି ୭ ଶିକ୍ଷକ ଶିକ୍ଷୟତ୍ରୀ ହେଲେ ବିଦ୍ୟାଳୟ ବାହାରେ ଅନ୍ୟ ୨ ଶିକ୍ଷକ ଶିକ୍ଷୟତ୍ରୀ ଧାରଣା ବସିଛନ୍ତି ।ଦାବି ବିଦ୍ୟାଳୟରେ ଶିକ୍ଷାଦାନ କରିବେ ।ହେଲେ ବନ୍ତିଲୋ ବିଦ୍ୟାଳୟ କମିଟି ବିରୋଧ କରୁଛି ।ସରକାରୀ ନିୟମ ଅନୁସାରେ ୫ବର୍ଷ ରୁ ଅଧିକ ସମୟ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କୁ ସରକାର ବଦଳୀ କରିପାରିବେ । ଦୁଇ ଶିକ୍ଷକ ଓ ଶିକ୍ଷୟତ୍ରୀ ଜଣେ ୫ବର୍ଷରୁ ଅଧିକ ସମୟ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ୧୫ରୁ ଅଧିକ ସମୟ ବିଦ୍ୟାଳୟରେ କାର୍ଯ୍ୟ କରିବା ପରେ ଗ୍ରାମବାସୀ ବିରୋଧ କରିଛନ୍ତି ଓ ଅନ୍ୟତ୍ର ବଦଳୀ ଦାବି କରିଛନ୍ତି।ଯାହାକୁ ନେଇ ବିରୋଧ କରୁଛନ୍ତି ଦୁଇ ଶିକ୍ଷକ ଓ ଶିକ୍ଷକୟତ୍ରୀ।ସେପଟେ ବିଦ୍ୟାଳୟ ପରିଚାଳନା କମିଟି ର ଦାବି ବିବାଦୀୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବଦଳୀ କରାଯାଉ । ।

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *