ରଣବୀର କାପୁରଙ୍କ ଜନ୍ମ ଦିନରେ ପହଁଚିଲେ ଏହି ତାରକାମାନେ…

ରଣବୀର କାପୁରଙ୍କ ଜନ୍ମ ଦିନରେ ପହଁଚିଲେ ଏହି ତାରକାମାନେ…

ଫୋକସ ପ୍ଲସ(ବ୍ୟୁରୋ): ଫିଲ୍ମ ବ୍ରହ୍ମାସ୍ତ୍ରର ପରେ ସଫଳତା ପାଇଁ ପ୍ରଶଂସା ସାଉଁଟିଥିବା ଅଭିନେତା ରଣବୀର କପୁର ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି |ଆଜି ସେପ୍ଟେମ୍ବର ୨୮ରେ ୪୦ ବର୍ଷ ବୟସରେ ପାଦ ଥାପିଛନ୍ତି ଏହି ଚାର୍ମିଙ୍ଗ ବୟ ।ଏହି ଜନ୍ମଦିନ ବିବାହ ପରେ ଆଲିଆ ଭଟ୍ଟଙ୍କ ସହ ରଣବୀରଙ୍କର ପ୍ରଥମ ଜନ୍ମଦିନର ପୋଷ୍ଟ | ଏହି ବର୍ଥ ଡେ ପାର୍ଟିରେ ମା ନୀତୁ କପୁର, କରଣ ଜୋହର, ଆୟାନ ମୁଖାର୍ଜୀ, ଆଦିତ୍ୟ ରୟ କାପୁର, ଆକାଶ ଏବଂ ଶ୍ଲୋକା ଅମ୍ବାନୀ ଯୋଗ ଦେଇଛନ୍ତି ।ରଣବୀର ତାଙ୍କର ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ନିଜର ୪୦ତମ ଜନ୍ମଦିନ ପାଳନ କରିଛନ୍ତି |

ନିକଟରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ମୁକ୍ତିଲାଭ କରିଥିବା ଅଭିନୀତ ଚଳଚ୍ଚିତ୍ରରେ ସେମାନଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଛି ।ଆଜି ପରିବାର ସଦସ୍ୟ ଏବଂ ସାଙ୍ଗସାଥି ମାନଙ୍କ ସହିତ ସେ ତାଙ୍କର ୪୦ତମ ଜନ୍ମଦିନ ପାଳନ କରିଛନ୍ତି |ବର୍ଥ ଡେ ପାର୍ଟିରେ ରଣବୀରଙ୍କୁ ତାଙ୍କ ପତ୍ନୀ ଆଲିଆ ଭଟ୍ଟ, ମା ନୀତୁ କପୁର ଏବଂ ତାଙ୍କ ବନ୍ଧୁମାନେ ଘେରି ରହିଥିଲେ। ପାର୍ଟିରେ କରଣ ଜୋହର, ଆୟାନ ମୁଖାର୍ଜୀ, ଆଦିତ୍ୟ ରୟ କାପୁର, ଶାହିନ ଭଟ୍ଟ, ଆକାଶ ଏବଂ ଶ୍ଲୋକା ଅମ୍ବାନୀ ପ୍ରମୁଖ ଉପସ୍ଥିତ ଥିଲେ |

Related post

ରଣବୀରି କପୁର ଏବଂ ମୁଁ ସମାନ, ଆମେ ଏକ ଦଳ ଭାବରେ କାମ କରୁଛୁ

ରଣବୀରି କପୁର ଏବଂ ମୁଁ ସମାନ, ଆମେ ଏକ ଦଳ ଭାବରେ…

ଫୋକସ ପ୍ଲସ (ବ୍ୟୁରୋ):ରଶ୍ମୀକା ମନ୍ଦନା ରଣବୀର କପୁରଙ୍କ ସହିତ ପଶୁରେ ନଜର ଆସିବେ। ତାଙ୍କ ସହ କାମ କରିବାର ଅଭିଜ୍ଞତାକୁ ସେ ଉପଭୋଗ କରୁଛନ୍ତି ବୋଲି ସେ କହିଛନ୍ତି।…

Leave a Reply

Your email address will not be published. Required fields are marked *