ଅନୁଷ୍ଠିତ ହେଲା ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଅନୁଷ୍ଠିତ ହେଲା ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଫୋକସ ପ୍ଲସ(ଥୁଆମୂଳ ରାମପୁର): ଗାଁକୁ ସୁନ୍ଦର ଏବଂ ସୁସ୍ଥ ପରିବେଶ ଗଠନ ପାଇଁ ସ୍ବଚ୍ଛତା ଜରୁରୀ ଅଟେ।ଯାହାକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ କରାଯାଉଛି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିଥିବା କାର୍ଯ୍ୟକ୍ରମ ଅବସରରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସ୍ଥାନରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଗୁଡ଼ିକ ବ୍ଳକ ପ୍ରଶାସନ ପକ୍ଷରୁ ଆୟୋଜିତ ହେଉଛି। ଏହି ଅବସରରେ ବ୍ଲକର ଗୋପାଳପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଦିନ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ଥାନ ମାନଙ୍କରେ ପଡ଼ି ରହିଥିବା ଅଳିଆ ଆବର୍ଜ୍ଜନା ସହିତ ଅନାବନା ଗଛଲତା କୁ ସଫା ସୁତୁରା କରାଯାଇଥିଲା। ଏଥିରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ, ଓ ଶିକ୍ଷକ, ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଗୋପାଳପୁର ଗ୍ରାମପଞ୍ଚାୟତ ର ପିଇଓ ରମେଶ ମେହେର ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ବେଣିମାଝୀ, ଯୋଗାଣ ସହାୟକ ସରଜୋ କୁମାର ବାଗ ଙ୍କ ସହିତ ପ୍ରମୁଖ ଉପସ୍ଥିତ ଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକଙ୍କ ରିପୋର୍ଟ

Related post

ସରକାର ଙ୍କର ମାଳମାଳ ଯୋଜନା ପରେବି ପୁଣିଆସିଲା ଅଭାବନୀୟ ଦୃସ୍ୟ

ସରକାର ଙ୍କର ମାଳମାଳ ଯୋଜନା ପରେବି ପୁଣିଆସିଲା ଅଭାବନୀୟ ଦୃସ୍ୟ

ଫୋକସ ପ୍ଲସ(ବଣାଇ): ରାଜ୍ୟ ସରକାର ଙ୍କର ମାଳମାଳ ଯୋଜନା ପରେବି ବାରମ୍ବାର ସାମ୍ନା କୁଅଶୁଚି ଏହିପରି ଦୁସ୍ୟ |ଥମୁନି ଏହି ଅଭାବନୀୟ ଘଟଣା |ରାଜ୍ୟ ସରକାର ଜିଲ୍ଳା ଖଣିଜ…
ଭକ୍ତଙ୍କୁ ଦର୍ଶନଦେଲେ ମା

ଭକ୍ତଙ୍କୁ ଦର୍ଶନଦେଲେ ମା

ଫୋକସ ପ୍ଲସ(ଥୁଆମୂଳରାମପୁର): ଶାରଦୀୟ ଦୁର୍ଗାପୂଜା ଲାଗି ଥୁଆମୂଳ ରାମପୁର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି ବ୍ଳକର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ଆଜି ହେଉଛି ବିଜୟା ଦଶମୀ…
ବନବିଭାଗର ଅଚାନକ ଚଢ଼ାଉ

ବନବିଭାଗର ଅଚାନକ ଚଢ଼ାଉ

ଫୋକସ ପ୍ଲସ(ଟାଙ୍ଗୀ): ଟାଙ୍ଗୀ ବନବିଭାଗର ଅଚାନକ ଚଢ଼ାଉ | ବନବିଭାଗର ଅଚାନକ ଚଢ଼ାଉପରେ ଜବତ ହେଲା ୩୦ କିଲୋ ମାଂସ ଜବତ। ଟାଙ୍ଗୀ ବନବିଭାଗ ଦ୍ବାରା ଜଣେ ଜୁବକକୁ…

Leave a Reply

Your email address will not be published. Required fields are marked *