ମାମା ମୁଁ ଆଉ କେତେ ପାଠ ପଢିବି?

ମାମା ମୁଁ ଆଉ କେତେ ପାଠ ପଢିବି?

ଫୋକସ ପ୍ଲସ(ବ୍ୟୁରୋ): ମାମା ମୁଁ ଆଉ କେତେ ପାଠ ପଢିବି? ପାଠ ପଢି ପଢି ମୁଁ ବୋର ହୋଇଗଲିଣିା ଏତେ ପାଠ ପଢିଲେ ବୋର ହେବି ହେଲେ ପାଠ ସରିବନିା ଖାଲି ଏତିକି ନୁହେଁ ପିଲାଟି କାନ୍ଦି କାନ୍ଦି ତା ମାଆଙ୍କୁ କହୁଛି କି, ବୁଢା ହୋଇଜିବି ପଛେ ପ।।ଠ ସରିବନିା ବାସ୍‌୍ ଏତିକି କହି କାନ୍ଦି ପକାଉଛି କୁନି ପିଲ।। । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିାଭାଇରାଲ ହେଉଥିବା ଏହି ଭିଡିଓକୁ ଆପଣମାନେ ଭଲରେ ଦେଖନ୍ତୁା କେମିତି ଏଇ କୁନି ପିଲାଟି କାନ୍ଦି କାନ୍ଦି ନୟାନ୍ତ ହୋଇଜାଉଛିା ଖାଲି ନୟାନ୍ତ ହେଉଛି ତାହା ନୁହେଁ ବରଂ ନିଜର ମାଆ ମୁହଁକୁ ବାରମ୍ବାର ଚାହୁଁଥିବାର ଦେଖିବାକୁ ମିଳିଛିା ମୋଟ୍ ଉପରେ କୁନି ପିଲାର ଉଦ୍ଦେଶ୍ୟ କି ସେ ଆଉ ପାଠ ପଢିବ ନାହିାଁ ହେଲେ ମାଆ ତାକୁ ବାଧ୍ୟ କରୁଛନ୍ତି ପାଠ ପଢିବା ଲାଗିା ସେଇଥି ପାଇଁ ସେ କୁନି କୁନି ଓଠରେ ଏମିତି କହି ପାଠଠୁ ବଂଚିବାକୁ ଚାହୁଁଛିା

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଜିନ୍ଦେଗୀ ଗୁଲଜାର ହୈ ପେଜରେ ପୋଷ୍ଟ କରାଜାଇଛିା ଭିଡିଓଟି ଏବେ ସୋସିଆଲ ମିଡିଆରେ ଏମିତି ଭାଇରାଲ ହେଉଛି ଜେ ପ୍ରତି ମୋବାଇଲ ସ୍କ୍ରଲ କଲାବେଳକୁ ଏହି ଭିଡିଓକୁ ଦେଖିବାକୁ ମିଳୁଥିବ ନିଶ୍ଚୟା ତେବେ ଗୁରୁତ୍‌ବପୂର୍ଣ୍ କଥା ହେଲା ଭିଡିଓକୁ ଦେଖିବା ପରେ ଅନେକ ୟୁଜର୍ସ ଅନେକ ପ୍ରକାର ମତାମତ ଦେଉଛନ୍ତିା କିଏ ପିଲାଟିର କଥାକୁ ସ୍ୱୀକାର କରିବା ସହ ଆଉ କିଏ ବଦମାସ ନକରି ପାଠ ପଢିବାକୁ ପରାମର୍ଶ ଦେଉଛନ୍ତିା

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ

 

Related post

ଯାତ୍ରୀବାହୀ ଡଙ୍ଗା ମୁହାଁମୁହିଁ ଧକ୍କା ୩ଆହତ, ୫ବାଇକ୍ ନଷ୍ଟ

ଯାତ୍ରୀବାହୀ ଡଙ୍ଗା ମୁହାଁମୁହିଁ ଧକ୍କା ୩ଆହତ, ୫ବାଇକ୍ ନଷ୍ଟ

ଫୋକସ ପ୍ଲସ(ଖୋର୍ଦ୍ଧା): ସାତପଡ଼ା ଚିଲିକାରେ ଯାତ୍ରୀବାହୀ ଡଙ୍ଗା ମୁଁହା ମୁହିଁ ଧକ୍କା ହୋଇଥିବା ଦେଖିବାକୁ ମିଳିଛି । ଘଟଣା ମୁତାବକ ସବୁଦିନ ଭଳି ଆଜି ଜହ୍ନିକୁଦାରୁ ଏକ ଯାତ୍ରୀବାହୀ…
କାରର ଦାମ ୧୧ଲକ୍ଷ ହେଲେବି ସଜାଡ଼ିବାକୁ ଲାଗୁଛି ୨୨ ଲକ୍ଷ

କାରର ଦାମ ୧୧ଲକ୍ଷ ହେଲେବି ସଜାଡ଼ିବାକୁ ଲାଗୁଛି ୨୨ ଲକ୍ଷ

ଫୋକସ ପ୍ଲସ(ବ୍ୟୁରୋ): କାର କିଣାଜାଇଥିଲା ୧୧ ଲକ୍ଷରେ ହେଲେ କାର୍‌୍ ସଜଡା ହେବାକୁ ଲାଗିଲା ୨୨ଲକ୍ଷ ଟଙ୍କ।। ହୁଏତ ଏହା ଶୁଣି ଆପଣମାନେ ଚକିତ ହୋଇଜାଉଥିବେ ଆଉ କହିବେ…
ମଧୁବୈଶ ସମାଜର ବାର୍ଷିକ ଉତ୍ସବ

ମଧୁବୈଶ ସମାଜର ବାର୍ଷିକ ଉତ୍ସବ

ଫୋକସ ପ୍ଲସ(ଗୋଳନ୍ଥରା): ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ୍ ଅନ୍ତର୍ଗତ ଗୋଳନ୍ଥୋରା ଈଶାଣେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମଧୁବୈଶ ପଞ୍ଚମା ଗୁଡିଆ ସମାଜ ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା…

Leave a Reply

Your email address will not be published. Required fields are marked *