କିଏକଲା ଦେଶ ବିଭାଜନ ?

କିଏକଲା ଦେଶ ବିଭାଜନ ?

ଫୋକସ ପ୍ଲସ(ଧର୍ମଶାଳା):କଣ ଗୋଡ଼ସେ ଜାଣି ନଥିଲେକି ଜଣେ ସାଧାରଣ ଜନତାକୁ ମାରିବା ଆଉ ଜଣେ ତଥାକଥିତ ରାଷ୍ଟ୍ରପିତାକୁ ମାରିବା ଭିତରେ ବହୁତ ତଫାତ୍ ଥାଏ ବୋଲି | ଏହା ଯୋଗୁଁ କେମିତି କଷ୍ଟ ସହିବାକୁ ପଡିବ ପରିବାର,ବନ୍ଧୁ ବାନ୍ଧବ ମାନଙ୍କୁ ?ରାଷ୍ଟ୍ରଭକ୍ତ ଗୋଡ଼ସେଙ୍କ ବିଷୟରେତ ସମସ୍ତେ କିଛିନା କିଛି ଜାଣିଥିବେ ବୋଲି ଆଶା କରୁଛି । ତଥାପି ଆସନ୍ତୁ ଜାଣିବା କିଏ କଲା ଦେଶ ବିଭାଜନ,କେମିତି ହେଇଥିଲା ଏ ଘଟଣା,ଗୋଡ଼ସେଙ୍କ ନଜରରେ |ପାକିସ୍ତାନରୁ ଦିଲ୍ଲୀ ଅଭିମୁଖେ ଯେଉଁ ରେଳ ଗାଡି ସବୁ ଆସୁଥିଲା ସେଥିରେ ହିନ୍ଦୁ ମାନେ ଏମିତି ବସିଥିଲେ ଯେମିତି ଜିନିଷପତ୍ର ର ବସ୍ତା ଉପରକୁ ଉପର ଗଦା ହେଇ ରହିଥାଏ । ଭିତରେ ପ୍ରାୟ ସମସ୍ତେ ମୃତ ବା ଗଳା କଟା ହେଇଥିବା ହିନ୍ଦୁ ଥିଲେ,ଆଉ ରେଳ ଡବା ର ଛାତ ରେ ବି ହିନ୍ଦୁ ମାନଙ୍କର ଗଳା କଟା ହେଇଥିବା ଶବମାନ ପଡି ରହିଥିଲା । ରେଳ ଡବା ଭିତରେ ନିଶ୍ୱାସ ନେବା ପାଇଁ ବୋଧେ ବାଟ ନଥିଲା ସବୁ ଗଳା କଟା ହେଇଥିବା ହିନ୍ଦୁ ମାନଙ୍କ ଶବ ରହିଥିଲା ।ରେଳଗାଡି ରେ ଲେଖା ଥିଲା “ଆଜାଦୀ କା ତୋହଫା” । ଗାଡି ରେ ଯେଉଁ ଶବ ଗୁଡିକ ଥିଲା ସେମାନଙ୍କ ଅବସ୍ଥା କିଛି ଏହିପରି ଥିଲା,ସେମାନଙ୍କୁ ଉଠେଇ ବହାରକୁ ଆଣିବା ଅସମ୍ଭବ ଥିଲା । ଦିଲ୍ଲୀ ପୁଲିସକୁ ସେ ଶବ ଗୁଡିକୁ କୋଦାଳ/ଫାଉଡା ରେ ଭରି ବାହାରକୁ ଆଣିବାକୁ ପଡିଥିଲା,ତା ପରେ ସେ ମାଂସ ଖଣ୍ଡ ମାନଙ୍କୁ ଟ୍ରକ ରେ ଭରି କୌଣସି ନିର୍ଜନ ସ୍ଥାନ କୁ ନେଇ ପେଟ୍ରୋଲ ଢାଳି ଜଳାଇବାକୁ ପଡିଥିଲା |

ଏମିତି ଭୟାନକ ଅବସ୍ଥା ଥିଲା ଶବ ଗୁଡିକର | ଭୟାନକ ଗନ୍ଧ ବି ହେଉଥିଲା ସେଥିରୁ।ସିୟାଲକୋଟ ରୁ ଖବର ଆସୁଥିଲା କି ସେଠାରୁ ହିନ୍ଦୁ ମାନଙ୍କୁ ନିଜ ଘରୁ ବାହାର କରାଯାଉଥିଲା,ସେମାନଙ୍କ ଟଙ୍କା-ସୁନା-ରୁପା-ବାସନ-ଖାଦ୍ୟ ସବୁକିଛି ମୁସଲମାନ ମାନେ ନିଜ ହାତକୁ ନେଇ ଯାଇଥିଲେ। ମୁସଲିମ ମାନେ କେବଳ ପିନ୍ଧିଥିବା କପଡା ଛଡା ଅନ୍ୟ କିଛି ଜିନିଷ ନେବା ଉପରେ ରୋକ ଲଗାଇଦେଇଥିଲେ । କୌଣସି ବି ଗାଡି ଓ ଘର ଉପରେ ହମଲା କରି ଯେଉଁ ମହିଳା ବା ଝିଅ ଙ୍କୁ ପାଉଥିଲେ ନେଇ ବଳାତ୍କାର କରୁଥିଲେ | ବିନା ବଳାତ୍କାର ରେ କୌଣସି ବି ହିନ୍ଦୁ ମହିଳା ଓ ଝିଅ ସେଠାରୁ ଆସି ପାରି ନଥିଲେ। ସେଠାରୁ ବଞ୍ଚି କି ଆସିବା ପରେ ହିନ୍ଦୁ ମହିଳା ଓ ଝିଅମାନେ ନିଜର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରେଇବାକୁ ଭୟ କରୁଥିଲେ । ଯେତେବେଳେ ଡାକ୍ତର ଏହାର କାରଣ ପଚାରିଲେ ସେତେବେଳେ ସେ ମହିଳା ମାନେ ଉତ୍ତର ଦେଲେ “ଆମେ ଆପଣଙ୍କୁ କେମିତି କହିବୁ କି ଆମର କଣ ହେଇଛି ବୋଲି ? ଆମକୁ କେତେ ଜଣ ଲୋକ ବଳାତ୍କାର କରିଛନ୍ତି ସେ ବି ଆମକୁ ଜଣା ନାହିଁ ।” ସେମାନଙ୍କ ସାରା ଶରୀର ରେ ଅଗଣିତ ଛୁରୀ ର କଟା ଦାଗ ଥିଲା |ଏମିତି ସବୁ ଥିଲା ପାକିସ୍ତାନ ର ହିନ୍ଦୁସ୍ତାନ କୁ “ଆଜାଦୀ କା ତୋହଫା”।

ଯେଉଁ ସ୍ଥାନରୁ ହିନ୍ଦୁ ମାନେ ଯିବାକୁ ମନା କରିଦେଲେ ସେ ସବୁ ସ୍ଥାନରେ ହିନ୍ଦୁ ମହିଳା ଓ ଝିଅ ମାନଙ୍କୁ ଲଙ୍ଗଳା କରି ଧାଡି ରେ ଚାଲିବାକୁ ବାଧ୍ୟ କରାଗଲା,ସେମାନଙ୍କୁ ନେଇ ବଜାର ବନା ଗଲା ଆଉ ନିଲାମ ଡକାଗଲା,ଆଉ ସେମାନଙ୍କୁ ଦାସୀ ପରି କିଣା ବିକା କରାଗଲା ମଧ୍ୟ।1947 ପରେ ଦିଲ୍ଲୀକୁ 4000000 ନିର୍ବାସିତ ହିନ୍ଦୁ ଆସିଲେ,ଆଉ ସେ ହିନ୍ଦୁ ମାନଙ୍କୁ ଯେଉଁ ଅବସ୍ଥାରେ ଆସିବାକୁ ପଡିଲା ଏସବୁ ପରେ ବି ପାକିସ୍ତାନ କୁ 55 କୋଟି ଦିଆଯିବା ଉଚିତ ବୋଲି ତଥାକଥିତ ମହାତ୍ମା ଗାନ୍ଧୀ ଙ୍କର ଆଗ୍ରହ ଥିଲା,କାରଣ ଅଖଣ୍ଡ ଭାରତକୁ ବଣ୍ଟା ଯାଇଛି ମାନେ ଭାରତ ର ଖଣି ଖଜାନାରେ ବି ପାକିସ୍ତାନ ର ଭାଗ ରହିଛି ଆଉ ସେଇଟା ତାକୁ ଦିଆଯିବା ଉଚିତ । ଯେତେବେଳେ ତତ୍କାଳ ଦେଶ ର ମୁଖ୍ୟ ବିରୋଧ କଲେ କି ଆମେ ଟଙ୍କା ଦେବୁ ନାହିଁ ଆମ ପାଖରେ ଟଙ୍କା ନାହିଁ ସେତେବେଳେ ଏଇ ମହାତ୍ମା ଗାନ୍ଧୀ ବିର୍ଲା ଭବନ ଆଗରେ ଅନଶନ ରେ ବସି ପଡିଲେ… ଟଙ୍କା ଦିଅ ନ ହେଲେ ମୁଁ ମରିଯିବି।

ଗୋଟେ ପଟ ରେ ନିଜ ମୁହଁରେ ଏମିତି କହୁଥିବା ମହାତ୍ମା,କି ହିଂସା ମୋର ପସନ୍ଦ ନୁହେଁ,ଆର ପଟେ ଯେଉଁମାନେ ହିଂସା କରୁଛନ୍ତି ସେମାନଙ୍କ ପକ୍ଷ ନେଇ ଅନଶନ ରେ ବସିଗଲେ ଏଇଟା କଣ ହିଂସା ନଥିଲା ?ଅହିଂସକ ଆତଙ୍କ ର ଭୟରେ,ଦିଲ୍ଲୀ ରେ ନିର୍ବାସିତ ହିନ୍ଦୁ ମାନଙ୍କ ରହିବା ପାଇଁ କିଛି ବି ବ୍ୟବସ୍ଥା ନଥିଲା ୟା ଠାରୁ ଖରାପ କଥା ଏହା ଥିଲା କି, ଯେତେବେଳେ ଦିଲ୍ଲୀ ରେ ଖାଲି ପଡିଥିବା ମସଜିଦ ମାନଙ୍କରେ ହିନ୍ଦୁ ମାନେ ଶରଣ ନେଇଥିଲେ ସେତେବେଳେ ଗାନ୍ଧିଜୀ ବିର୍ଲା ଭବନ ରୁ ଭାଷଣ ରେ କହିଲେ କି “ଦିଲ୍ଲୀ ପୁଲିସ କୁ ମୋର ଆଦେଶ କି ମସଜିଦ ପରି ପଵିତ୍ର ସ୍ଥାନ ରେ ହିନ୍ଦୁ ମାନଙ୍କର କିଛି ଚିନ୍ହ ନ ରହିବା ଦରକାର ।”

ନିର୍ବାସିତ ହିନ୍ଦୁ ମାନଙ୍କୁ ମସଜିଦ ରୁ ବାହାର କରାଗଲା କାରଣ ଗାନ୍ଧିଜୀ ଙ୍କ ଦୃଷ୍ଟି ରେ ଜୀବନ କେବଳ ମୁସଲିମ ମାନଙ୍କର ଥିଲା ହିନ୍ଦୁ ମାନଙ୍କର ନୁହେଁ। ଜାନୁୟାରୀ ର ହାଡ଼ଭଙ୍ଗା ଶୀତ ରେ ହିନ୍ଦୁ ମହିଳା ଓ ଛୋଟ ଛୋଟ ଛୁଆଙ୍କ ହାତକୁ ଧରି ଦିଲ୍ଲୀ ପୁଲିସ ମସଜିଦ ବାହାରକୁ ବାହାର କରିଦେଲା ନାଳ କଡେ ରୁହ ହେଲେ ଛାତ ତଳେ ରହି ପାରିବନି କାରଣ ତୁମେ ହିନ୍ଦୁ। ଚାଳିଶ ଲକ୍ଷ ହିନ୍ଦୁ ଭାରତ କୁ ଆସିଥିଲେ ଏହା ଭାବି କି ଏ ଭାରତ ଆମର ହେଲେ ଅବଶୋଷ ରହିଗଲା । ସବୁ ନିର୍ବାସିତ ହିନ୍ଦୁ ଗାନ୍ଧିଜୀ ଙ୍କୁ ଭେଟିବା ପାଇଁ ବିର୍ଲା ଭବନ ଯାଉଥିଲେ ତ ଗାନ୍ଧିଜୀ ମାଇକ ରେ କହିଲେ, କାଇଁ ଆସିଛ ଏଠିକୁ ? ପୁଣି ସେଠିକୁ ଫେରିଯାଅ ଯେଉଁଠୁ ଆସିଛ। ୟା ପରେ ବି ଗାନ୍ଧିଜୀ କେଉଁ ଆଶା ରେ ପାକିସ୍ତାନ କୁ 55 କୋଟି ଟଙ୍କା ଦେବାକୁ ବାହାରିଥିଲେ |

କେମିତି ହେଇଥିବ ସେ ମୋହନ ଦାସ କରମଚାନ୍ଦ ଗାନ୍ଧୀ ବା ଗାନ୍ଧାସୁର କେତେ ମହାନ ଯିଏ କି ବିନା ଖଡ୍ଗ ରେ 35 ଲକ୍ଷ ହିନ୍ଦୁଙ୍କର ନରସଂହାର କରିଥିଲା । 2 କୋଟି ରୁ ଅଧିକ ହିନ୍ଦୁଙ୍କର ଧର୍ମାନ୍ତରୀକରଣ କରାଗଲା ଆଉ ତା ପରେ ଏ ସଂଖ୍ୟା 10 କୋଟି କୁ ବି ଛୁଇଁଗଲା.20 ଲକ୍ଷ ରୁ ଅଧିକ ହିନ୍ଦୁ ନାରୀଙ୍କୁ ଜୋର ଜବରଦସ୍ତ ମୁସଲିମ ବନେଇ ଘରେ ରଖାଗଲା | ବହୁତ ପ୍ରକାର ଶାରୀରିକ ଓ ମାନସିକ ଯନ୍ତ୍ରଣା ପରେ,ଏମିତି ବହୁତ ପ୍ରଶ୍ନ,ବାସ୍ତବିକତା ମାନ ଏବଂ ସତ୍ୟ ତଥା ତଥ୍ୟ ସବୁ ରହିଛି ଯାହା କି 1947 ସମସାମୟିକ ଲୋକମାନେ ନିଜର ଆଗାମୀ ପିଢ଼ି କୁ ଲୁଚାଇଛନ୍ତି । ହିନ୍ଦୁ ମାନେ କୁହନ୍ତି କି ଯାହା ହେଇଯାଇଛି ସେସବୁ କୁ ଭୁଲିଯାଅ ।ନୂଆ କାଲି ର ଆରମ୍ଭ କର,ହେଲେ ଇସଲାମ ପାଇଁ ତ କୌଣସି କାଲି ନାହିଁ କୌଣସି ଆଜି ନାହିଁ |

ସେମାନଙ୍କର ତ ଦାର-ଉଲ-ହର୍ଵ କୁ ଦାର-ଉଲ-ଇସଲାମ ରେ ବଦଳାଇବା ର ଲକ୍ଷ ରହିଛି କ୍ଷଣ ପ୍ରତିକ୍ଷଣ |ତୁମେ ବହୁତ ଦେଶ ଦେଖିଥିବ ଯେଉଁ ଦେଶରୁ ନୂଆ ଦେଶ ର ଉତ୍ପତ୍ତି ହୋଇଛି,ହେଲେ ଯେତେବେଳେ ଭାରତ ର ବିଭାଜନ ହେଲା ସେତେବେଳେ ପୂର୍ବ ପାକିସ୍ତାନ ଓ ପଶ୍ଚିମ ପାକିସ୍ତାନ ବନେଇବା ପଛରେ କଣ କାରଣ ଥିଲା |କାହିଁକି ଗୋଟେ ପାକିସ୍ତାନ ତିଆରି କରା ନଗଲା |ପଶ୍ଚିମ ରେ ବନେଇ ଥାନ୍ତେ ନ ହେଲେ ପୂର୍ବ ରେ |କିନ୍ତୁ ଏମିତି ହେଲା ନାହିଁ |ଏଠାରେ ଉଲ୍ଲେଖନୀୟ କି ମୋହନଦାସ କରମ(କୋଢୀ)ଚାନ୍ଦ ତ କହିଥିଲେ କି ସମ୍ପୂର୍ଣ୍ଣ ପଞ୍ଜାବ ପାକିସ୍ତାନ ରେ ଯିବା ଉଚିତ । ବହୁତ କମ୍ ଲୋକଙ୍କୁ ଏହା ଜଣା ଥିବ କି,1947 ମସିହା ସମୟରେ ପଞ୍ଜାବ ର ସୀମା ଦିଲ୍ଲୀ ର ନଜଫଗଡ଼ ଯାଏ ଥିଲା |ମାନେ ପାକିସ୍ତାନ ର ସୀମା ଦିଲ୍ଲୀ ପାଖରୁ ହେବା ନିଶ୍ଚିତ ଥିଲା, ମୋହନଦାସ କରମ(କୋଢୀ)ଚାନ୍ଦ ଅନୁସାରେ।

ନଭେମ୍ବର 1968 ରେ ପଞ୍ଜାବ ରୁ ଦୁଇ ନୂଆ ରାଜ୍ୟ ର ଉତ୍ପତ୍ତି ହେଲା,ହିମାଚଳ ପ୍ରଦେଶ ଓ ହରିୟାଣା। ପାକିସ୍ତାନ ପରି ମୁସଲିମ ରାଷ୍ଟ୍ର ପାଇବା ପରେ ମଧ୍ୟ ଜିନ୍ନା ଏବଂ ମୁସଲିମ ଲିଗ ଶାନ୍ତିରେ ବସି ନଥିଲେ । ସେମାନେ ପୁଣି ଦାବି କରିଥିଲେ,କି ଆମକୁ ପଶ୍ଚିମ ପାକିସ୍ତାନ ରୁ ପୂର୍ବ ପାକିସ୍ତାନ କୁ ଯିବାକୁ ବହୁତ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ।

1.ଜଳପଥ ରେ ଗଲେ ବହୁତ ବାଟ ଅତିକ୍ରମ କରିବାକୁ ପଡୁଥିଲା କାରଣ ଶ୍ରୀଲଙ୍କା ପଟେ ବୁଲିକି ଯିବାକୁ ପଡୁଥିଲା ।
2.ଉଡାଯାହାଜ ରେ ଯାତ୍ରା କରିବା ଏବେ ପାକିସ୍ତାନ ର ମୁସଲମାନ ଙ୍କ କ୍ଷମତା ର ବାହାରେ ଥିଲା। ତେଣୁ ସେମାନଙ୍କ ର କିଛି ଦାବି ରହିଲା |

 

ଧର୍ମଶାଳାରୁ ଦିବାକର ଲେଙ୍କାଙ୍କ ରିପୋର୍ଟ

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *