କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ ବିବାଦକୁ ନେଇ ଏବେ ଧିରେ ଉଗ୍ରରୁପ ନେବାକୁ ବସିଛି । ଆକ୍ରମଣ ଘଟଣାରେ ଦ୍ରୃବୁତ ମାନଙ୍କ ଆକ୍ରମଣରେ ଶିକାର ହେଇଥିବା ରାଜକିଶୋର ରାଉଳଙ୍କ ତରଫରୁ । ବ୍ରହ୍ମଗିରି ଥାନାରେ ୩୪ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା।ହେଲେ |ଆଜିକୁ ଦିର୍ଘ ଆଠଦିନ ପରେ ମଧ୍ୟ ବ୍ରହ୍ମଗିରି ପୋଲିସ କେସ୍ ରୁଜୁ କରି ଘଟଣାର ସ୍ଥଳରେ ଦୁଇ ତିନି ଜଣ କନେଷ୍ଟବଳଙ୍କୁ ସେଠାରେ ବସାଇ ଦେଇ ଚିରନିଦ୍ରାରେ ସୋଇପଡିଛି ।

ପୋଲିସ ର ନିଷ୍କ୍ରିୟତା ଓ ସ୍ଥାନୀୟ ପ୍ରଶାସନର ସ୍ଥାଣୁତା ହେତୁ ଗତକାଲି ରାତିରେ ରାଜକିଶୋର ରାଉଳ ଙ୍କ ଆକାଶି କାଠ ଜଙ୍ଗଲ ରୁ ପ୍ରାୟ ଏକଲକ୍ଷ ଟଙ୍କା ରୁ ଉର୍ଦ୍ଧ ଗଛ କାଟି ନେଇଥିବା ଅଭିଯୋଗ କରିଛନ୍ତି । ଏଠି ବ୍ରହ୍ମଗିରି ପୋଲିସ ର ପାରିବା ପଣିଆ ଉପରେ ସାଧାରଣରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଦେଖିବାକୁ ବାକି ରହିଲା ଏ ବିବାଦ ଆଗାମୀ ଦିନରେ କେଉଁ ମୋଡ଼ ନେଉଛି ।

ବ୍ରହ୍ମଗିରିରୁ ଚିତ୍ତରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Related post

ସରକାର ଙ୍କର ମାଳମାଳ ଯୋଜନା ପରେବି ପୁଣିଆସିଲା ଅଭାବନୀୟ ଦୃସ୍ୟ

ସରକାର ଙ୍କର ମାଳମାଳ ଯୋଜନା ପରେବି ପୁଣିଆସିଲା ଅଭାବନୀୟ ଦୃସ୍ୟ

ଫୋକସ ପ୍ଲସ(ବଣାଇ): ରାଜ୍ୟ ସରକାର ଙ୍କର ମାଳମାଳ ଯୋଜନା ପରେବି ବାରମ୍ବାର ସାମ୍ନା କୁଅଶୁଚି ଏହିପରି ଦୁସ୍ୟ |ଥମୁନି ଏହି ଅଭାବନୀୟ ଘଟଣା |ରାଜ୍ୟ ସରକାର ଜିଲ୍ଳା ଖଣିଜ…
ଭକ୍ତଙ୍କୁ ଦର୍ଶନଦେଲେ ମା

ଭକ୍ତଙ୍କୁ ଦର୍ଶନଦେଲେ ମା

ଫୋକସ ପ୍ଲସ(ଥୁଆମୂଳରାମପୁର): ଶାରଦୀୟ ଦୁର୍ଗାପୂଜା ଲାଗି ଥୁଆମୂଳ ରାମପୁର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି ବ୍ଳକର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ଆଜି ହେଉଛି ବିଜୟା ଦଶମୀ…
ବନବିଭାଗର ଅଚାନକ ଚଢ଼ାଉ

ବନବିଭାଗର ଅଚାନକ ଚଢ଼ାଉ

ଫୋକସ ପ୍ଲସ(ଟାଙ୍ଗୀ): ଟାଙ୍ଗୀ ବନବିଭାଗର ଅଚାନକ ଚଢ଼ାଉ | ବନବିଭାଗର ଅଚାନକ ଚଢ଼ାଉପରେ ଜବତ ହେଲା ୩୦ କିଲୋ ମାଂସ ଜବତ। ଟାଙ୍ଗୀ ବନବିଭାଗ ଦ୍ବାରା ଜଣେ ଜୁବକକୁ…

Leave a Reply

Your email address will not be published.