ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ କୋଭିଡ କୋଟକଣା ଯୋଗୁଁ ଛତର ଯାତ୍ରା ଫିକା ପଡିଥିଲା କିନ୍ତୁ ଚଳିତ ବର୍ଷ ଧୁମଧାମ୍ ର ସହିତ ଅଞ୍ଚଳ ବାସୀ ଏହି ଯାତ୍ରା ଟିକୁ ପାଳନ କରିଛନ୍ତି। ଏନେଇ ଥୁଆମୂଳ ରାମପୁର ଅଞ୍ଚଳ ବେଶ ଚଳଚଞ୍ଚଳ ହୋଇ ଥିବା ବେଳେ ଥୁଆମୂଳ ରାମପୁର ମାଁ ମାଣିକେଶ୍ଵରୀ ଙ୍କ ଶକ୍ତି ପୀଠ ଠାରେ ଶହ ଶହ ସଂଖ୍ୟା ରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ ରହିଥିଲା। ରିତିନୀତ ଅନୁସାରେ ମାଁ ମାଣିକେଶ୍ଵରୀ ଙ୍କ ପାଖରେ ପୂଜାର୍ଚ୍ଚନା କରାଗଲା ପରେ ଛତର ଯାତ୍ରା ଉତ୍ସବ ୨୦୨୨ ଶାନ୍ତି ଶୃଙ୍ଖଳାର ସହିତ ପାଳନ ହୋଇଯାଇଛି।

 

ଥୁଆମୂଳ ରାମପୁରରୁ ବିରବଜରଙ୍ଗ ଚାରୁ ମଜୁମଦାରଙ୍କ ରିପୋର୍ଟ

Related post

ସରକାର ଙ୍କର ମାଳମାଳ ଯୋଜନା ପରେବି ପୁଣିଆସିଲା ଅଭାବନୀୟ ଦୃସ୍ୟ

ସରକାର ଙ୍କର ମାଳମାଳ ଯୋଜନା ପରେବି ପୁଣିଆସିଲା ଅଭାବନୀୟ ଦୃସ୍ୟ

ଫୋକସ ପ୍ଲସ(ବଣାଇ): ରାଜ୍ୟ ସରକାର ଙ୍କର ମାଳମାଳ ଯୋଜନା ପରେବି ବାରମ୍ବାର ସାମ୍ନା କୁଅଶୁଚି ଏହିପରି ଦୁସ୍ୟ |ଥମୁନି ଏହି ଅଭାବନୀୟ ଘଟଣା |ରାଜ୍ୟ ସରକାର ଜିଲ୍ଳା ଖଣିଜ…
ଭକ୍ତଙ୍କୁ ଦର୍ଶନଦେଲେ ମା

ଭକ୍ତଙ୍କୁ ଦର୍ଶନଦେଲେ ମା

ଫୋକସ ପ୍ଲସ(ଥୁଆମୂଳରାମପୁର): ଶାରଦୀୟ ଦୁର୍ଗାପୂଜା ଲାଗି ଥୁଆମୂଳ ରାମପୁର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି ବ୍ଳକର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ଆଜି ହେଉଛି ବିଜୟା ଦଶମୀ…
ବନବିଭାଗର ଅଚାନକ ଚଢ଼ାଉ

ବନବିଭାଗର ଅଚାନକ ଚଢ଼ାଉ

ଫୋକସ ପ୍ଲସ(ଟାଙ୍ଗୀ): ଟାଙ୍ଗୀ ବନବିଭାଗର ଅଚାନକ ଚଢ଼ାଉ | ବନବିଭାଗର ଅଚାନକ ଚଢ଼ାଉପରେ ଜବତ ହେଲା ୩୦ କିଲୋ ମାଂସ ଜବତ। ଟାଙ୍ଗୀ ବନବିଭାଗ ଦ୍ବାରା ଜଣେ ଜୁବକକୁ…

Leave a Reply

Your email address will not be published.