କଲେଜ ପ୍ରିନ୍ସିପାଲ ଛାତ୍ରୀଙ୍କ ସହ ଦୁର୍ବ୍ୟବହାର

କଲେଜ ପ୍ରିନ୍ସିପାଲ ଛାତ୍ରୀଙ୍କ ସହ ଦୁର୍ବ୍ୟବହାର

ଫୋକସ ପ୍ଲସ(ଜଗତସିଂହପୁର): ଆଜି ଜଗତସିଂହପୁର ଜିଲ୍ଲା ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟମିକ ପରୀକ୍ଷା ଚାଲିଥିବା ସମୟରେ କଲେଜ ଛାତ୍ର ଛାତ୍ରୀଙ୍କ ସହ ପ୍ରିନ୍ସିପାଲ ଦ୍ରୁବ୍ୟବହାର କରିଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ | ସୂଚନା ଅନୁଯାଇ ଗତକାଲି svm କଲେଜରେ ମଧ୍ୟମିକ ପରୀକ୍ଷା ଚାଲିଥିବା ସମୟରେ ପ୍ରିନ୍ସିପାଲ ଛାତ୍ରୀ ଜଣକ ପିନ୍ଧିଥିବା ଓଢଣୀ କାଢ଼ିବାକୁ କହିଥିଲେ କିନ୍ତୁ ଛାତ୍ରୀ ଓଢଣୀ ନ କାଢ଼ିବାରୁ ପ୍ରିନ୍ସିପାଲ ଛାତ୍ରୀ ଜଣକୁ ପରୀକ୍ଷା ହଲ ବାହାରେ ଘଣ୍ଟା ଘଣ୍ଟା ଧରି ଛିଡାକରି ରଖିଥିଲେ |

ସେତିକି ନୁହେଁ ଅନ୍ୟ କିଛି ଛାତ୍ର ଛାତ୍ରୀ ସହ ଜଣେ ନେତ୍ରହୀନ ଛାତ୍ରଙ୍କ ସହ ମଧ୍ୟ୍ୟ ଦ୍ରୁବ୍ୟବହାର କରିଥିବା ନେଇ ଅଭିଯୋଗ ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ର ଛାତ୍ରୀ |ଏ ବାବଦରେ କଲେଜ ପ୍ରିନ୍ସପାଲଙ୍କ ସହ ଛାତ୍ର ଛାତ୍ରୀ ଆଲୋଚନା କରିଥିଲେ |ମଧ୍ୟ୍ୟ କୋଣସି ସମାଧାନର ବାଟ ବାହାରିନଥିଲା |ଏଥିଯୋଗୁ କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷସଙ୍ଗ୍ରାମ କିଶୋର ପଟ୍ଟନାୟକ ପ୍ରକାଶ ପାଇଛି | ଜଗତସିଂହପୁର ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକ |

ଜଗତସିଂହପୁରରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ

Related post

ରାସ୍ତା ଓ ପାନୀୟ ଜଳ ସାଜିଛି ସାତ ସପନ

ରାସ୍ତା ଓ ପାନୀୟ ଜଳ ସାଜିଛି ସାତ ସପନ

ଫୋକସ ପ୍ଲସ(ଦଶମନ୍ତପୁର): ନିତିଦିନିଆ ଯାତାୟତ ପାଇଁ ଭଲ ରାସ୍ତା ଟିଏ ନାହିଁ କି ପିଇବା ଲାଗି ଶୁଦ୍ଧ ପାନୀୟ ଜଳର ସୁବିଧା ନାହିଁ। ଯାହା ଦ୍ଵାରା ଗ୍ରାମ ବାସୀ…
ରାସନ୍ କାର୍ଡ ଥାଇବି ମିଳୁନି ରାସନ୍

ରାସନ୍ କାର୍ଡ ଥାଇବି ମିଳୁନି ରାସନ୍

ଫୋକସ ପ୍ଲସ(ରାଇରଙ୍ଗପୁର) : ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ୍ ଅନ୍ତର୍ଗତ ଅଁଳାଯୋଡି ପଂଚାୟତର ସିଜୁକଳା ଗାଁରେ |ବିଧବା ଆଦିବାସୀ ମହିଳା ହିସି ମାଝୀ ର ଦୁଃଖ…
ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ଫୋକସ ପ୍ଲସ(ବ୍ୟୁରୋ ): ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ତାରିଖ…

Leave a Reply

Your email address will not be published. Required fields are marked *