ଅକ୍ଟୋବର ୨୫ ତାରିଖକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଅକ୍ଟୋବର ୨୫ ତାରିଖକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଫୋକସ ପ୍ଲସ(ବ୍ୟୁରୋ): ଅକ୍ଟୋବର ୨୫ ତାରିଖକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଏହି ତାରିଖରେ ସୂର୍ଯ୍ୟପରାଗ ପଡୁଥିବାରୁ ଉକ୍ତ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତା ସହିତ ରାଜସ୍ୱ ବିଭାଗୀୟ କୋର୍ଟ, ବ୍ୟାଙ୍କ୍ ଓ ଅନ୍ୟ ସମସ୍ତ ବ୍ୟାଙ୍କିଙ୍ଗ୍ ଇନଷ୍ଟିଚ୍ୟୁସନ୍ ମଧ୍ୟ ଏହିଦିନ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

Related post

କୋରାପୁଟ କଫିକୁ ମିଳିବ ସ୍ୱତନ୍ତ୍ର ଜିଆଇ ମାନ୍ୟତା ।

କୋରାପୁଟ କଫିକୁ ମିଳିବ ସ୍ୱତନ୍ତ୍ର ଜିଆଇ ମାନ୍ୟତା ।

ଫୋକସ ପ୍ଲସ 13/12/2022(ବ୍ୟୁରୋ ): କଫିର ସ୍ୱାଦ ଚାଖିବାକୁ କିଏ ବା ନ ଚାହେଁ।ଆଜିର ଯୁବପିଢିଙ୍କ ମଧ୍ୟରେ କଫି ଏକ ଭିନ୍ନ ପରିଚୟ ପାଇଛି।ଯୁବପିଢିଙ୍କ ସମେତ ପିଲାଠୁ ବୁଢା…
ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନା  ।

ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନା ।

ଫୋକସ ପ୍ଲସ 7/12/2022(ସୁବର୍ଣ୍ଣପୁର): ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନା ।ଶେଷର ବନ୍ଧା ହେଲେ। ନକଲି ସୁନା ବନ୍ଧକ ରଖି ୫୨ ଲକ୍ଷ ଟଙ୍କାର ଋଣ ନେଇଥିବା…

Leave a Reply

Your email address will not be published. Required fields are marked *