ଘରୋଇ ବସ କୁ ଧକ୍କା ଦେଲା ଟ୍ରକ

ଘରୋଇ ବସ କୁ ଧକ୍କା ଦେଲା ଟ୍ରକ

ଫୋକସ ପ୍ଲସ 11/11/22(ରେଙ୍ଗାଲି) :ସମ୍ବଲପୁର ଜିଲ୍ଲା ଖିଣ୍ଡା ଛକ ରେ ବସ ଏବଂ ଟ୍ରକ ଦୁର୍ଘଟଣା ଗ୍ରସ୍ତ ବସଟି ଝାରସୁଗୁଡା ଠୁ ସମ୍ବଲପୁର ଅଭୁମୁଖେ ଯାଉଥିବା ବେଲେ ଖିଣ୍ଡା ଛକ ରେ ଦୁର୍ଘଟଣା ଘଟି ଦୁର୍ଘଟଣାରେ ଜଣେ ମୃତ ଏବଂ । 10 ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳକୁ ଠେଲକୁଲି ପୋଲିସ ପହଚିଛି । ଆହତ ମାନଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣେ ଛୋଟ ଛୁଆ ଅତ୍ୟନ୍ତ ଗୁରୁତର ଥିବା ସୂଚନା ମିଳିଛି ଏବଂ ଜଣଙ୍କୁ ବୁର୍ଲା ମଧ୍ୟ ପଠା ଯାଇଛି ଏବଂ ଅନ୍ୟ ମାନଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତର ଖାନା କୁ ପଠା ଯାଇଛି l ଆହତ ମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ସୂଚନା ମିଳିଛି l ହେଲେ ବାରମ୍ବାର ଏହି ଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ସବୁ ଜାଣି ଶୁଣି ନିରବ ପାଲଟୁଛି ବୋଲି ସାଧାରଣ ବାସି ମତ ପ୍ରକାଶ କରୁଛନ୍ତି l

Related post

ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ ହତ୍ୟା କଲା ମାଆ

ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ…

ଫୋକସ ପ୍ଲସ 6/3/2023(ବ୍ୟୁରୋ): ମା ଶବ୍ଦଟି କେତେ ମଧୁର ,ଏ ସଂସାରରେ ମା ଠୁ ବଡ ଆଉ କେହି ନାହିଁ | ମା ଶବ୍ଦ ଯେତିକି ମଧୁର ଆଉ…
ଅଷ୍ଟମଙ୍ଗଳାରେ ନବବଧୁର ମୃତ୍ୟୁ

ଅଷ୍ଟମଙ୍ଗଳାରେ ନବବଧୁର ମୃତ୍ୟୁ

ଫୋକସ ପ୍ଲସ 5/3/2023(ନାଉଗାଁ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ଗାରୋଇ ଗ୍ରାମର ଜଣେ ନବବଧୂର ମୃତ୍ୟୁ ହୋଇଥିବା ଜଣାପଡିଛି | ତାହାର କାରଣ ଅସ୍ପଷ୍ଟ ରହିଥିବାବେଳେ…
ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା |

ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା |

ଫୋକସ ପ୍ଲସ ୨୬/୧/୨୩(ଦଶମନ୍ତପୁର): ପ୍ରେମ ବିବାହ କରିଥିବା ନିଜ ଧର୍ମ ପତ୍ନୀକୁ ଅଭିଯୁକ୍ତ ସ୍ବାମୀ ଗାଁ ମଶାଣିରେ ବିଭତ୍ସ ଭାବେ ଟାଙ୍ଗିଆରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି…

Leave a Reply

Your email address will not be published. Required fields are marked *