ସ୍ଵାମୀ ଘର ଆଗରେ ଧାରଣା

ସ୍ଵାମୀ ଘର ଆଗରେ ଧାରଣା

ଫୋକସ ପ୍ଲସ 13/11/22(ଖୋର୍ଦ୍ଧା): ବାଘମାରି ଥାନା ଅନ୍ତର୍ଗତ ବାଘମାରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବ ନିୟ ଘଟଣା ସ୍ତି ର ମାନ୍ୟତା ପାଇଁ ସ୍ଵାମୀ ଘର ଆଗରେ ଧାରଣା ରେ ବସିଲେ ଜଣେ ମହିଳା ତାଙ୍କ କହିବା କଥା ସେ ଜଣେ ନିଚ ଜାତିର ପିଲା ବୋଲି ତାଙ୍କ ସ୍ଵାମୀ ଅଶୋକ କୁମାର ଦାସ ତାଙ୍କୁ ଭଡ଼ା ଘରେ ଛାଡ଼ି ଦେଇ କେଉ ଆଡେ ଚାଲି ଯାଇଛନ୍ତି ଭଲ ପାଇ 7ବର୍ଷ ତଳେ ତଳେ ରୀତି ନୀତି ଅନୁଯାୟୀ ନୟାଗଡ ସ୍ଥିତ ତାରିଣୀ ମନ୍ଦିର ରେ ବିବାହ କରିଥିଲେ ଅଶୋକ ଜଣେ ବ୍ରାହ୍ମଣ ଜାତିର ହୋଇଥିଲେ ମଧ୍ୟ ପିଙ୍କି ବେହେରା ନୀଚ ଜାତିର ହୋଇଥିବାରୁ ଉଭୟ ଦୁଇ ଜଣ ଭୁବନେଶ୍ୱର ରେ ଭଡ଼ା ଘରେ ରହୁଥିଲେ କିନ୍ତୁ କୌଣସି କାରଣରୁ ଅଶୋକ ଜୁନ ମାସ 13 ତାରିଖରୁ ତାଙ୍କୁ ଭଡ଼ା ଘରେ ଛାଡ଼ି ଦେଇ କେଉଁ ଆଡେ ଚାଲି ଯାଇଛନ୍ତି ପୀଡ଼ିତା ଜଣଙ୍କ ପ୍ରଥମେ ଭୁବନେଶ୍ୱର ସ୍ଥିତ ଖାରବେଳ ନଗର ଥାନାରେ fir ଦେଇଥିଲେ ମଧ୍ୟ ପୋଲିସ ଚୁପ୍ ବସିଲେ ପୀଡ଼ିତା ଜଣଙ୍କ 5ମାସ ଅପେକ୍ଷା କରିବା ପରେ କୌଣସି ସେତ୍ର ରୁ ଖବର ପାଇ ପୋଲିସ ପ୍ରଶାସନ ଉପରୁ ଭରଷା ତୁଟେଇ ଦେଇ ନିଜର ହକ ପାଇଁ ସ୍ଵାମୀ ଘର ଆଗରେ ଧାରଣା ରେ ବସିଲେ ପୀଡ଼ିତା ଙ୍କ କହିବା ଅନୁଯାୟୀ ତାଙ୍କ ଘର ଅନୁଗୋଳ ହୋଇଥିବାରୁ ସେ 7ବର୍ଷ ହେଲା ସ୍ଵାମୀ ଙ୍କ ପାଖରେ ରହୁଥିଲେ 7ବର୍ଷ ମଧ୍ୟରେ 4ଥର ଅନ୍ତ୍ ସନ୍ତା ମଧ୍ୟ ହୋଇଥିଲେ କିନ୍ତୁ ତାଙ୍କ ସ୍ଵାମୀ ବାରମ୍ବାର ଗର୍ଭ ନଷ୍ଟ କରୁଥିଲେ ବୋଲି ପୀଡ଼ିତା କହିଛନ୍ତି ଯଦି ପୀଡ଼ିତା ଜଣଙ୍କ ନିଆୟ ନା ପାଆନ୍ତି ତେବେ ସେ ସ୍ଵାମୀ ଘର ଆଗରେ ଆତ୍ମ ହତ୍ୟା କରିବେ ବୋଲି କହିଛନ୍ତି ଏଥି ପାଇଁ ଦାୟୀ ରହିବେ ସ୍ଵାମୀ ଓ ତାଙ୍କ ଘର ପରିବାର ବୋଲି ଦାବି କରିଛନ୍ତି I

ଖୋର୍ଦ୍ଧା ରୁ କ୍ୟାମେରା ପର୍ସନ କୁନା ମାର୍ଥା ଙ୍କ ସହିତ ଜଗେଶ୍ଵର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…
ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଫୋକସ ପ୍ଲସ 28/11/22 (.କଟକ ): କିଟି କିଟିଆ ଅନ୍ଧାର ରାତିରେ ଭଙ୍ଗା ଘରୁ ଶୁଭୁଛି ପାଉଁଚିର ରୁଣୁ ଝୁଣୁ ସ୍ୱର୍, ଏମିତି ଏକ ଭଙ୍ଗା ଘର ରହିଛି,…

Leave a Reply

Your email address will not be published.