ବିରଳ ପ୍ରଜାତିର ମାଛ

ବିରଳ ପ୍ରଜାତିର ମାଛ

ଫୋକସ ପ୍ଲସ 14/11/22( ବାଲେଶ୍ୱର ):ଓଡିଶା ପଶ୍ଚିମ ବଙ୍ଗ ସୀମାନ୍ତ ଦିଘା ମୁହାଣରେ ଏକ ବିରୋଳ ପ୍ରଜାତି ର ଶଙ୍କର ଜାତୀୟ ମାଛ ଦେଖିବାକୁ ମିଳିଛି I ଯାହାର ଓଜନ ପ୍ରାୟ 500-550 କିଲୋଗ୍ରାମ ହେବ | ଏହା ର ମୁହ ଲମ୍ବା କରତ ଭଳି ଦେଖିବାକୁ I ଏହା ସାଧାରଣତ ଗଭୀର ସମୁଦ୍ରରେ ଦେଖାଯାଏ | ମତ୍ସ୍ୟଜୀବୀ ମାନେ ଦାବି କରନ୍ତି ଯେ ଏହି ବିରଳ ପ୍ରଜାତିର ମାଛରୁ ଜୀବନ ପ୍ରଦାନକାରୀ ଔଷଧ ତିଆରି କରାଯାଏ ।ଓଡିଶାର ପାରାଡୱିପରେ ଏକ ଟ୍ରଲରରେ ଏହି ମାଛ ଟି ଦିଘାମୁହାଁଣକୁ ଆସିଥିବା ସୂଚହନା ମିଳିଛି । ଏହି ମାଛ ଟି ପ୍ରାୟ ବିଲୁପ୍ତ I ଏହି ମାଛ ଦେଖିବାକୁ ଲୋକଙ୍କ ଭିଡ଼ ଜମି ଥିଲା ଆଜି ଦିଘା GKD ରେ ନିଲାମ ହୋଇ ଥୀଲା । ଯାହାର ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କା ବୋଲି ଜଣାଯାଇଛି ।

Related post

ରାସ୍ତା ମରାମତି ତୁରନ୍ତ କର

ରାସ୍ତା ମରାମତି ତୁରନ୍ତ କର

ଫୋକସ ପ୍ଲସ(ବ୍ରହ୍ମପୁର): ଆଗକୁ ଆସୁଛି ଦଶହରା ପୂଜା |ବ୍ରହ୍ମପୁର ସହର ସମେତ ଜିଲ୍ଲାବାସୀ ଓ ଦକ୍ଷିଣ ଓଡ଼ିଆର ପ୍ରମୁଖ ସହର ଭାବରେ ବ୍ୟବସାୟ ଓ ପୂଜା ଦେଖିବାପାଇଁ ଲକ୍ଷଲକ୍ଷ…

Leave a Reply

Your email address will not be published.