ଡାକ୍ତର ଙ୍କୁ ନିଲମ୍ବିତ ଦାବି ରେ ରାସ୍ତା ରୋକ ।

ଡାକ୍ତର ଙ୍କୁ ନିଲମ୍ବିତ ଦାବି ରେ ରାସ୍ତା ରୋକ ।

ଫୋକସ ପ୍ଲସ 14/11/22(  ଧର୍ମଗଡ଼):କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନିୟ ଘଟଣା ଘଟିଛି । ବନ୍ଧ୍ୟାକରଣ ପାଇଁ ଆସିଥିବା ରୋଗୀ ଙ୍କୁ ଡାକ୍ତର ଙ୍କ ଅସଭ୍ୟ ଭାଷା ରେ ଗାଳି ଗୁଳଜ କରିବା ସହ ମହିଳା ଙ୍କୁ ମାଡ଼ ମାରିଥିବା ନେଇ ରାସ୍ତା ରୋକ ହୋଇଥିବା ସମ୍ପକୀୟ ଲୋକେ ପ୍ରକାଶ କରିଛନ୍ତି । ଏହି ଘଟଣା କୁ ଆଧାର କରି ସ୍ଥାନୀୟ ଜନସାଧାରଣ ଙ୍କ ଦ୍ଵାରା ଧର୍ମଗଡ଼ ରୁ ରାୟପୁର କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୩୦ ସି କୁ ଅବରୋଧ କରିଛନ୍ତି । ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଲୋକେ । ଧର୍ମଗଡ ଉପଖଣ୍ଡ ଥାନା ଅଧିକାରୀ ଧିରଜ ଚୋପଦାର ଓ ଥାନା ଅଧିକାରୀ ଦୀପଞ୍ଜଳି ପ୍ରଧାନ ଘଟଣା ସ୍ଥଳରେ ବୁଝାସୁଝା କରିବା ଅପରେ ଆନ୍ଦୋଳନକାରୀ ମାନେ ରାସ୍ତାରୋକ ରୁ ହଟିଥିଲେ ।

Related post

ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ ହତ୍ୟା କଲା ମାଆ

ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ…

ଫୋକସ ପ୍ଲସ 6/3/2023(ବ୍ୟୁରୋ): ମା ଶବ୍ଦଟି କେତେ ମଧୁର ,ଏ ସଂସାରରେ ମା ଠୁ ବଡ ଆଉ କେହି ନାହିଁ | ମା ଶବ୍ଦ ଯେତିକି ମଧୁର ଆଉ…
ଅଷ୍ଟମଙ୍ଗଳାରେ ନବବଧୁର ମୃତ୍ୟୁ

ଅଷ୍ଟମଙ୍ଗଳାରେ ନବବଧୁର ମୃତ୍ୟୁ

ଫୋକସ ପ୍ଲସ 5/3/2023(ନାଉଗାଁ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ଗାରୋଇ ଗ୍ରାମର ଜଣେ ନବବଧୂର ମୃତ୍ୟୁ ହୋଇଥିବା ଜଣାପଡିଛି | ତାହାର କାରଣ ଅସ୍ପଷ୍ଟ ରହିଥିବାବେଳେ…
ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା |

ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା |

ଫୋକସ ପ୍ଲସ ୨୬/୧/୨୩(ଦଶମନ୍ତପୁର): ପ୍ରେମ ବିବାହ କରିଥିବା ନିଜ ଧର୍ମ ପତ୍ନୀକୁ ଅଭିଯୁକ୍ତ ସ୍ବାମୀ ଗାଁ ମଶାଣିରେ ବିଭତ୍ସ ଭାବେ ଟାଙ୍ଗିଆରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି…

Leave a Reply

Your email address will not be published. Required fields are marked *