ବିସ୍ପୋରଣ ରେ ସାରା ଯାଜପୁର ଥରିଲା

ବିସ୍ପୋରଣ ରେ ସାରା ଯାଜପୁର ଥରିଲା

ଫୋକସ ପ୍ଲସ 23/11/22 (କୋରେଇ ):ବର୍ତ୍ତମାନ ର ବଡ଼ ଖବର ଯାଜପୁର ରେ ଅଚାନକ ଏ ଶବ୍ଦ ହେବା ସହ ଘର ଗୁଡିକ ଥରୀ ଉଠିଛି। କେହି କେହି ଭୂମିକମ୍ପ କହୁ ଥିବା ବେଳେ ଶବ୍ଦ କୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଛି। ଆତଙ୍କ ଓ ଭୟଭୀତ ରେ ଅଛନ୍ତି କିଛି ଅଂଚଳ ବାସୀ।କେହି କେହି ମୂର୍ଦ୍ୟୁ ଭୂମିକମ୍ପ ଅନୁ ମାନ କରୁଛନ୍ତି। ତେବେ ସେହି ବଡ଼ ଖବର I NH -16 ର ଧନେଶ୍ୱର ଛକ ନିକଟରେ ଏକ କବାଡିଆ ଗୋଦାମ ରେ ବିସ୍ପୋରଣ ସହିତ ନିଆଁ ଲାଗିଲା I ନିଆଁ କୁ ଆୟତ୍ତ କରିବା ପାଇଁ 5 ଗୋଟି ଦମକଳ ନିୟୋଜିତ I ଘଟଣା ପାଖରେ କଳିଙ୍ଗ ନଗର ADM ସନ୍ତୋଷ ମିଶ୍ର , ଯାଜପୁର SP ରାହୁଲ PR ,ବ୍ୟାସନଗର ତହସିଲ ଦାର ଅଶୋକ ମାଝୀ ନିଜେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି I 2ପ୍ଲାଟୁନ ପୋଲିସ ମୁତୟନ କରଯାଇଛି  I

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…
ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଫୋକସ ପ୍ଲସ 28/11/22 (.କଟକ ): କିଟି କିଟିଆ ଅନ୍ଧାର ରାତିରେ ଭଙ୍ଗା ଘରୁ ଶୁଭୁଛି ପାଉଁଚିର ରୁଣୁ ଝୁଣୁ ସ୍ୱର୍, ଏମିତି ଏକ ଭଙ୍ଗା ଘର ରହିଛି,…

Leave a Reply

Your email address will not be published.