ପାଟଣା ଅଞ୍ଚଳରେ ମାତିଛନ୍ତି ୨୪ଟିକିଆ ହାତୀ ପଲ

ପାଟଣା ଅଞ୍ଚଳରେ ମାତିଛନ୍ତି ୨୪ଟିକିଆ ହାତୀ ପଲ

ଫୋକସ ପ୍ଲସ 23/11/22 (କେନ୍ଦୁଝର ):କିଛି ଦିନ ତଳେ ଯୋଉ ହାତୀ ପଲ ଲୋକଙ୍କ ନିଦ ହଜେଇ ଦେଇଥିଲେ । ଡର ଆତଙ୍କରେ ହୋଇ ହୋଇରେ କଂପୁଥିଲା ଖଣ୍ଡମଣ୍ଡଳ । ସେଇ ହାତୀପଲ। ମୟରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ସାହାରପଡା ଦେଇ ବୈତରଣୀ ନଦୀ ପାର ହୋଇ ପୁଣି ଫେରି ଆସିଲେ ପାଟଣା ଅଞ୍ଚଳକୁ ଗୋଟିଏ କି ଦୁଇଟି ନୁହେଁ I ଏକା ବେଳକେ ପଲେ ହାତୀ ପୁଣି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ପାଟଣା ବନ ଅଞ୍ଚଳ ଦଇବାଳି ଜଙ୍ଗଲରେ ।ଆଖପାଖ ପନି ପରିବା ବାଡ଼ିଠୁ ନେଇ ଧାନଫସଲ ସବୁ ଦଳ ମକଚି ବ୍ୟାପକ ଭାବେ ନଷ୍ଟଭ୍ରଷ୍ଟ କରିବା ପରେ ହାତୀ ପଲଙ୍କ। ଲଗାତର ଦୁଇ ଦିନ ଧରି ହାତୀପଲ ଉତ୍ପାତରେ ଅତିଷ୍ଠ ଅଞ୍ଚଳବାସୀ ଶୀଘ୍ର ହାତୀ ପଲଙ୍କୁ ଘୋଡାଇବା ସହ କ୍ଷୟକ୍ଷତି ଆକାଳନ କରି କ୍ଷତି ପୂରଣ ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…
ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଫୋକସ ପ୍ଲସ 28/11/22 (.କଟକ ): କିଟି କିଟିଆ ଅନ୍ଧାର ରାତିରେ ଭଙ୍ଗା ଘରୁ ଶୁଭୁଛି ପାଉଁଚିର ରୁଣୁ ଝୁଣୁ ସ୍ୱର୍, ଏମିତି ଏକ ଭଙ୍ଗା ଘର ରହିଛି,…

Leave a Reply

Your email address will not be published.