ବିବାହର ପ୍ରତିଶୃତି ଦେଇ ପ୍ରତାରଣା l

ବିବାହର ପ୍ରତିଶୃତି ଦେଇ ପ୍ରତାରଣା l

ଫୋକସ ପ୍ଲସ 24/11/22 (ମାଲକାନଗିରି ): ବିବାହ ର ପ୍ରତିଶୃତି ଦେଇ ସାଢ଼େ ତିନି ବର୍ଷ କାଳ ଶାରୀରିକ ସମ୍ପର୍କ ପରେ ଚୁଟି ଧରି ମାଡ଼ ମାରିବା ସାଙ୍ଗକୁ ଚରିତ୍ର ବଦନାମ ସହ ଜୀବନରେ ମାରିଦେବାର ଧମକ। ହଁ ଆଜ୍ଞା ପ୍ରଥମେ ପ୍ରେମ ତା ପରେ ପ୍ରତାରଣା ପିଡିତା ଜଣଙ୍କୁ ମାନେ ଲଭ ସେକ୍ସ ଓ ଧକା ପାଇଥିବା ଏମିତି ଏକ ଘଟଣାକୁ ନେଇ ଏମ୍ଭି79 ଥାନାର ଦ୍ୱାରସ୍ତ ହୋଇଛନ୍ତି ମାଲକାନଗିରି ଜିଲ୍ଲା ଏମ୍. ଭି-72 ଗ୍ରାମର ପିଡିତା ତୃପ୍ତି ଦାସ ।ସୂଚନା ମୁତାବକ ଏମ୍ଭି 79 ଅମଲ ପାଲ ଙ୍କ ପୁଅ ସଂଜୀବ ପାଲ l ଦୀର୍ଘଦିନ ଧରି ଏମ୍. ଭି -72 ଗ୍ରାମର ପିଡିତା ତୃପ୍ତିଙ୍କୁ ପ୍ରଥମେ ପ୍ରେମ ପରର ଶାରୀରିକ ସମ୍ପର୍କ ରଖି ଆସୁଥିଲେ ହେଲେ ସଂଜୀବ ବିବାହର ପ୍ରତିଶୃତି ଦେଇ ପରେ ପ୍ରତାରଣା କରିବାରୁ ପିଡିତା ଜଣକ ନ୍ୟାୟ ପାଇଁ ଏମ୍. ଭି-79 ଥାନାରେ ସଞ୍ଜୀବ ଙ୍କ ନାମରେ ଏତଲା ଦେଇଛନ୍ତି l ଏମ୍ଭି79 ପୋଲିସ ପିଡିତାଙ୍କ ଏତେଲାକୁ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…
ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଅମାବାସ୍ୟା ରାତିରେ ଭଙ୍ଗା ଘରୁ ବାହାରୁଛି ଭୂତ

ଫୋକସ ପ୍ଲସ 28/11/22 (.କଟକ ): କିଟି କିଟିଆ ଅନ୍ଧାର ରାତିରେ ଭଙ୍ଗା ଘରୁ ଶୁଭୁଛି ପାଉଁଚିର ରୁଣୁ ଝୁଣୁ ସ୍ୱର୍, ଏମିତି ଏକ ଭଙ୍ଗା ଘର ରହିଛି,…

Leave a Reply

Your email address will not be published.