ଚେକିଙ୍ଗ ନାମ ରେ ଅସଦାଚରଣ ଅଭିଯୋଗ

ଚେକିଙ୍ଗ ନାମ ରେ ଅସଦାଚରଣ ଅଭିଯୋଗ

ଫୋକସ ପ୍ଲସ 28/11/22 ( ଢେଙ୍କାନାଳ): ଚେକିଙ୍ଗ ନାମ ରେ ଅସଦାଚରଣ ଅଭିଯୋଗ | ବଂଶୀଧର ସରକାରୀ ଉଚ୍ଚ ବିଦ୍ୟାଳୟ ଭାଲିଆବୋଲକାଟେଣୀ ରେ ଛାତ୍ରୀ ମାନଙ୍କୁ ପରୀକ୍ଷା ଚାଲିଥିବା ସମୟରେ ଚେକିଂ କରିବା ଆଳରେ ଅସଦ ବ୍ୟବହାର କରିଥିବା ଅଭିଯୋଗ କରି ସ୍କୁଲ ଫାଟକ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ର ଛାତ୍ରୀ | ପ୍ରଧାନ ଶିକ୍ଷକଙ୍କ ହସ୍ତକ୍ଷେପ ପରେ ପରୀକ୍ଷା କେନ୍ଦ୍ରକୁ ଗଲେ ସମସ୍ତ ପରୀକ୍ଷାର୍ଥୀ | ଦିନ ୧୨ଟା ବେଳେ ସ୍କୁଲ ପରିସରରେ ଏକ ବୈଠକ ବସିବାକୁ ସ୍ଥିର କରାଯାଇଛି ଯେଉଁଥିରେ ଅଭିଭାବକ, ଛାତ୍ର ଛାତ୍ରୀ, ସ୍କୁଲ ଶିକ୍ଷକ ଓ ପରିଚାଳନା କମିଟି ଯୋଗଦେବେ |

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *