ଇଟା ଭାଟି ମାଲିକ ଙ୍କୁ ବିଭତ୍ସ ହତ୍ୟା।

ଇଟା ଭାଟି ମାଲିକ ଙ୍କୁ ବିଭତ୍ସ ହତ୍ୟା।

ଫୋକସ ପ୍ଲସ 28/11/22 ( ମହାକାଳପଡା): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗ୍ରାମ ରେ ବିଭତ୍ସ ହତ୍ୟାକାଣ୍ଡ । ହତ୍ୟା କାଣ୍ଡ ର କାରଣ ଅସ୍ପଷ୍ଟ ଥିବାବେଳେ ।ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।ପିତାପାଟ ଗ୍ରାମ ର ଦୀନେଶ ବୈଦ ଖରନାସୀ ଠାରେ ଇଟାଭାଟି କରି ବୋପାର କରୁଥିଲେ ।ରାତିରେ ଭାଟି ଶ୍ରମିକ ସହିତ ଭୋଜି ଆୟୋଜନ କରିଥିଲେ । ରାତିରେ ଘରକୁ ନଯାଇ ଭାଟିରେ ରହିଥିଲେ।ଆଜି ସକାଳୁ ଇଟା ଭାଟି ପରିସରରେ। କ୍ଷତବିକ୍ଷତ ଶରିର କୁ ଦେଖି ଥିଲେ ସ୍ଥାନିୟ ଲୋକେ ପରିବାର କୁ ଖବର ଦେଇଥିଲେ। ଏନେଇ ଜମ୍ବୁ ସାମୁଦ୍ରିକ ଥାନା ରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ଦୀନେଶ ବୈଦ କୁ ହତ୍ୟା କରାଯାଇଛି।

Related post

ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ ହତ୍ୟା କଲା ମାଆ

ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ…

ଫୋକସ ପ୍ଲସ 6/3/2023(ବ୍ୟୁରୋ): ମା ଶବ୍ଦଟି କେତେ ମଧୁର ,ଏ ସଂସାରରେ ମା ଠୁ ବଡ ଆଉ କେହି ନାହିଁ | ମା ଶବ୍ଦ ଯେତିକି ମଧୁର ଆଉ…
ଅଷ୍ଟମଙ୍ଗଳାରେ ନବବଧୁର ମୃତ୍ୟୁ

ଅଷ୍ଟମଙ୍ଗଳାରେ ନବବଧୁର ମୃତ୍ୟୁ

ଫୋକସ ପ୍ଲସ 5/3/2023(ନାଉଗାଁ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ଗାରୋଇ ଗ୍ରାମର ଜଣେ ନବବଧୂର ମୃତ୍ୟୁ ହୋଇଥିବା ଜଣାପଡିଛି | ତାହାର କାରଣ ଅସ୍ପଷ୍ଟ ରହିଥିବାବେଳେ…
ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା |

ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା |

ଫୋକସ ପ୍ଲସ ୨୬/୧/୨୩(ଦଶମନ୍ତପୁର): ପ୍ରେମ ବିବାହ କରିଥିବା ନିଜ ଧର୍ମ ପତ୍ନୀକୁ ଅଭିଯୁକ୍ତ ସ୍ବାମୀ ଗାଁ ମଶାଣିରେ ବିଭତ୍ସ ଭାବେ ଟାଙ୍ଗିଆରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି…

Leave a Reply

Your email address will not be published. Required fields are marked *