ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ମୋଟ 170 ଜଣ ଛାତ୍ରଛାତ୍ରୀ ପଢ଼ନ୍ତି l ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀଙ୍କ ପେଟ ମୁଣ୍ଡ ସବୁ ବୁଲେଇବା ଆରମ୍ଭ ହୋଇଥିଲା | କାହାର ପେଟ କାଟୁଥିବା ବେଳେ କାହାର ତ ବାନ୍ତି ପ୍ରବଳ ହୋଇଛି l ଛୋଟ ପିଲାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଟାଟା ଏସି ଗାଡ଼ିରେ ଖମାର ସରକାରୀ ହସ୍ପିଟାଲ ଆଣି ପ୍ରାରମ୍ଭିକ ଚିକିତ୍ସା ଚାଇଛନ୍ତି l

Related post

ଚାକିରି ଖୋଜୁଥିବା ଯୁବକ,ଯୁବତୀଙ୍କ ପାଇଁ ଖୁସି ଖବର

ଚାକିରି ଖୋଜୁଥିବା ଯୁବକ,ଯୁବତୀଙ୍କ ପାଇଁ ଖୁସି ଖବର

ଫୋକସ ପ୍ଲସ 5/2/2023 (ବ୍ୟୁରୋ): ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ ଲିମିଟେଡ (ଏଆଇଏଏସଏଲ)…
ମହାଶିବରାତ୍ରି ପାଇଁ ବାଲି ସିଂହନାଥ ପୀଠରେ ପ୍ରସ୍ତୁତି ବୈଠକ

ମହାଶିବରାତ୍ରି ପାଇଁ ବାଲି ସିଂହନାଥ ପୀଠରେ ପ୍ରସ୍ତୁତି ବୈଠକ

ଫୋକସ ପ୍ଲସ ୪/୨/୨୩(ବଡମ୍ବା): ଚଳିତ ବର୍ଷ ମହାଶିବରାତ୍ରି ଜାଗର ଉପଲକ୍ଷେ ପ୍ରଶାସନିକ ସ୍ତରରେ ନିକଟସ୍ଥ OTDC ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପ୍ରଶାସନିକ ବୈଠକରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ…
ବସ ଡ୍ରାଇଭର ର ମରିଗଲା ମାନବିକତା

ବସ ଡ୍ରାଇଭର ର ମରିଗଲା ମାନବିକତା

ଫୋକସ ପ୍ଲସ ୩/୨/୨୩(ଛତ୍ରପୁର):ଆଜିର ସମାଜରେ ନିଜ ସ୍ୱାର୍ଥ ଓ ସାଧନା ପାଇଁ ଧୀରେ ଧୀରେ ମାନବିକତା ଲୋପ ହେବାକୁ ବସିଲାଣି l ହଁ ଆଜ୍ଞା ,ଏମିତି ଏକ ଘଟଣା…

Leave a Reply

Your email address will not be published.