ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଠାବ।

ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଠାବ।

ଫୋକସ ପ୍ଲସ 2/12/22 ( କୋରାପୁଟ):ପାଡୁଆ ରେଳଧରଣା ନିକଟ ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଠାବ କରାଯାଇଛି ।ଟ୍ରେନ ଧକାରେ ବ୍ୟକ୍ତି ଜଣକ ମୃତ ହେଇଥିବା ସନ୍ଦେହ କରାଯାଇଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପାଡୁଆ ଥାନା ଅଞ୍ଚଳ ଚମ୍ପାପୁଟ ଓ ପାଡୁଆ ନିକଟରେ । ମୃତ ବ୍ୟକ୍ତି ଜଣଙ୍କର ଦୁଇଟି ଗୋଡ଼ ସମ୍ପୃର୍ଣ୍ଣ କଟି ଯାଇଛି । ବ୍ୟକ୍ତି ଜଣଙ୍କର ପରିଚୟ ଏଯାଏଁ ମିଳି ପାରିନାହିଁ । ଏହା ମୃତ ନା ଆତ୍ମହତ୍ୟା କରାଯାଇଛି ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ।

Related post

ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ ହତ୍ୟା କଲା ମାଆ

ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ…

ଫୋକସ ପ୍ଲସ 6/3/2023(ବ୍ୟୁରୋ): ମା ଶବ୍ଦଟି କେତେ ମଧୁର ,ଏ ସଂସାରରେ ମା ଠୁ ବଡ ଆଉ କେହି ନାହିଁ | ମା ଶବ୍ଦ ଯେତିକି ମଧୁର ଆଉ…
ଅଷ୍ଟମଙ୍ଗଳାରେ ନବବଧୁର ମୃତ୍ୟୁ

ଅଷ୍ଟମଙ୍ଗଳାରେ ନବବଧୁର ମୃତ୍ୟୁ

ଫୋକସ ପ୍ଲସ 5/3/2023(ନାଉଗାଁ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ଗାରୋଇ ଗ୍ରାମର ଜଣେ ନବବଧୂର ମୃତ୍ୟୁ ହୋଇଥିବା ଜଣାପଡିଛି | ତାହାର କାରଣ ଅସ୍ପଷ୍ଟ ରହିଥିବାବେଳେ…
ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା |

ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା |

ଫୋକସ ପ୍ଲସ ୨୬/୧/୨୩(ଦଶମନ୍ତପୁର): ପ୍ରେମ ବିବାହ କରିଥିବା ନିଜ ଧର୍ମ ପତ୍ନୀକୁ ଅଭିଯୁକ୍ତ ସ୍ବାମୀ ଗାଁ ମଶାଣିରେ ବିଭତ୍ସ ଭାବେ ଟାଙ୍ଗିଆରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି…

Leave a Reply

Your email address will not be published. Required fields are marked *