ହାତୀ ଆକ୍ରମଣରେ ଜଣେ ଗୁରୁତର।

ହାତୀ ଆକ୍ରମଣରେ ଜଣେ ଗୁରୁତର।

ଫୋକସ ପ୍ଲସ 2/12/22 (ଠାକୁରମୁଣ୍ଡା):କରଞ୍ଜିଆ ବନ ଖଣ୍ଡରେ ଥମୁନି ହାତୀ ଆତଙ୍କ। କରଞ୍ଜିଆ ବନ ଖଣ୍ଡରେ ପୃଥକ ପୃଥକ ସ୍ଥାନ ରେ ଅଛନ୍ତି ୧୧ ଟି ହାତୀ ପଲ। ଗତକାଲି ଶିମିଳିପାଳ ଅଭୟାରଣ୍ୟ ରୁ ଗୋଟିଏ ହାତୀପଲ ଆସିଥିଲେ। ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ବିଶିପୁର ଗାଁ ର ବୁରୁସାହି ନିକଟରେ ଥିବା ଜଙ୍ଗଲରେ ଥିଲେ । ଛେଳି ଖୋଜିବାକୁ ଯାଇ ହାତୀପଲ ଙ୍କ ହାବୁଡ଼ ରେ ପଡି ଯାଇଥିଲେ ବୁରୁ ସାହି ଗ୍ରାମର ଧୀରେଇ ହାସଦା । ହାତୀପଲଙ୍କୁ ଦେଖି ଦୌଡ଼ି ବା ସମୟରେ ହାତୀପଲ ଆକ୍ରମଣର ଶିକାର ହେଇଥିଲେ। ଧୀରେଇ ହାସଦାଙ୍କ ଗୋଡ଼ ରେ ଆଘାତ ଲାଗି ଗୁରୁତର ହେଇପଡିଥିଲେ । ସ୍ଥାନୀୟ ଲୋକମାନେ ଖବର ପାଇ ୧୦୮ ଆମ୍ବୁଲାନ୍ସ ରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଏବେ ଚିକିତ୍ସା ଚାଲିଛି ।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *