ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ଫୋକସ ପ୍ଲସ 05/02/2023(ବ୍ୟୁରୋ ) ଆଉ ଜଣେ ଓଲିଉଡ୍‌ କଳାକାର ଅସୁସ୍ଥ ଥିବା ଜଣାପଡିଛି । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି । ସେ ମୁଖ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କର ଅପରେସନ୍‌ ସଫଳ ହୋଇଥିବା ତାଙ୍କ ପରିବାର ଲୋକଙ୍କ ଠାରୁ ଯାହା ସୂଚନା ମିଳିଛି ।

ବଡ଼ ପରଦା ଓ ଛୋଟ ପରଦା ଉଭୟରେ ବେଶ୍‌ ସକ୍ରିୟ ଥିଲେ ସାତ୍ୟକି । ଏବଂ ସବୁ ଆଡେ ଚର୍ଚ୍ଚା ରେ ଥିଲେ ସାତ୍ୟକି!

ବିଶେଷ ଭାବେ ଖଳନାୟକ ଭୂମିକାରେ ଦେଖାଯାନ୍ତି ସାତ୍ୟକି । ଏବଂ କେବଳ ଓଡ଼ିଆ ନୁହେଁ, ବଙ୍ଗଳା ଓ ତାମିଲ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି ।

Related post

ଗୋପାଳ ଦାସଙ୍କ ଝିଅକୁ ଜେରା କରି ଫେରିଲା କ୍ରାଇମବ୍ରାଞ୍ଚ

ଗୋପାଳ ଦାସଙ୍କ ଝିଅକୁ ଜେରା କରି ଫେରିଲା କ୍ରାଇମବ୍ରାଞ୍ଚ

ଫୋକସ ପ୍ଲସ 09/02/2023(ବ୍ୟୁରୋ) ନବଦାସ ଙ୍କ ହତ୍ୟା ମାମଲାର ତଦନ୍ତ କରିବାକୁ ଗତକାଲି ରାତିରେ ବ୍ରହ୍ମପୁରରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ଜଳେଶ୍ୱରଖଣ୍ଡି…
ଆଜି ହୋଉଛି ଚକଲେଟ ଡେ!

ଆଜି ହୋଉଛି ଚକଲେଟ ଡେ!

ଫୋକସ ପ୍ଲସ 09/02/2023 (ବ୍ୟୁରୋ): ‘ପ୍ରେମ’ କେତେବେଳେ ହୁଏ କେମିତି ହୁଏ କାହାକୁ ଜଣାନଥାଏ । ପ୍ରେମ ହୋଉଛି ଶାଶ୍ବତ ଓ ଚିରନ୍ତନ । ଆଉ ବର୍ତ୍ତମାନ ଚାଲିଛି…

Leave a Reply

Your email address will not be published. Required fields are marked *