୬ବର୍ଷୀୟ କୋମଳ ମୋତି ଶିଶୁକୁ ବଳାତ୍କାର

୬ବର୍ଷୀୟ କୋମଳ ମୋତି ଶିଶୁକୁ ବଳାତ୍କାର

ଫୋକସ ପ୍ଲସ ୬/୨/୨୩(କେନ୍ଦୁଝର):

ମଣିଷ ସାଜିଲା ନର ରାକ୍ଷସ |
କାମପିପାସା ଆଗରେ ଭୁଲିଗଲା ବୟସର ତାରତମ୍ୟ
ଝିଅ ବୟସର ନାବାଳିକାକୁ ଦୁଷ୍କର୍ମ କରିବାକୁ ବି ପଛେଇଲାନି ଏ ପିଶାଚ |
ଏଭଳି ପୌଶାଚିକ କାଣ୍ଡ ଦେଖିବାକୁ ମିଳିଛି କେନ୍ଦୁଝର ଭଗାମୁଣ୍ଡା ଜାଭିଅର ସ୍କୁଲରେ । କେନ୍ଦୁଝର ଜିଲ୍ଲା ଭଗlମୁଣ୍ଡା ଜାଭିଏର ସ୍କୁଲରେ ଘଟି ଯାଇଛି ଏକ ହୃଦୟବିଦାରକ ଅଭାବନୀୟ ଘଟଣା ଯାହାକି ୬ ବର୍ଷର କୋମଳମତି ଶିଶୁ କନ୍ୟାକୁ ପବିତ୍ର ସାଧାରଣତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ଦିନ ସନ୍ଧ୍ୟା ୭ ଘଟିକା ସମୟରେ ଏକ ୫୧ ବର୍ଷୀୟ ଦ୍ଵାର ଧର୍ଷିତା ହୋଇ କେସ୍ ରୁଜୁ ହୋଇଛି l ଏ ବିଷୟ ନେଇ ଆମ IHRD ର ଜିଲ୍ଲା ଉପସଭାପତି ରଜନୀ କାନ୍ତ ବେହେରାଙ୍କୁ ଜଣାଇଥିଲେ ଓ ଜିଲ୍ଲା ଟିମ୍କୁ ସେୟାର କରିଥିଲେ, ତତ୍ ସଙ୍ଗେ ସଙ୍ଗେ ଜିଲ୍ଲା ସୋସିଆଲ ମିଡିଆ ଚିପ୍ ସୁଢଳ କୁମାର ସେଠୀ, ଜିଲ୍ଲା ମହିଳା ସମ୍ପାଦିକା ରଶ୍ମିତା ଦାସ, ସଦର ବ୍ଲକ ମହିଳା ସଭାପତି ସୋନାଲି ମାରାଣ୍ଡି ପହଞ୍ଚିଥିଲେ ପୀଡ଼ିତାଙ୍କ ପାଖରେ ଓ ସବୁ କଥା ବୁଝିବା ପରେ ଜଣା ପଡୁଛି ଏଥିରେ ପୋଲିସ ତରଫରୁ ଅବହେଳା ଶିକାର ହେଉଛନ୍ତି , ସେ ମଧ୍ଯ IHRD ଏକ ଲିଖିତ ଅଭିଯୋଗ ଦେଇଥିଲେ, ତାକୁ ଆଧାର କରି ଆମ୍ଭ ଟିମ୍ ସହିତ ଜିଲ୍ଲାପାଳ ଓ ଏସ୍ ପି ଙ୍କୁ ଭେଟ କଲୁ, ଏସ୍ପି କହିଲେ ଧର୍ଷଣକାରୀଙ୍କୁ ଗିରଫ କରାଯାଇଛି, କିନ୍ତୁ ସ୍କୁଲର ମlଲିକକୁ ଗିରଫ କରାଯାଇନଥିଲା l ଆମ୍ଭର ଅଭିଯୋଗକୁ ଗୁରୁତ୍ଵ ଦେଇ ତତକ୍ଷଣାତ ପୋଲିସ ପକ୍ଷରୁ ତୁରନ୍ତ ପଦକ୍ଷେପ ନେଉ ସ୍କୁଲର ମାଲିକାଣୀ ସୁମିତ୍ରା ମହାନ୍ତ ସେହି ଦିନ ଗିରଫ କରି କୋଟ୍ ଚାଲାଣ କରିଛି l

Related post

ସ୍ବାସ୍ଥ୍ୟ ସେବା ର ବିକଳ ଚିତ୍ର , ହୁଇଲ୍ ଚେୟାର ଠେଲି…

କରଞ୍ଜିଆ:  ସ୍ବାସ୍ଥ୍ୟ ସେବା ପାଇଁ ସରକାର ଅନେକ ଯୋଜନା ଥିବା ବେଳେ କେବଳ କାଗଜ କଲମ ରେ ଚାଲିଛି ସ୍ବାସ୍ଥ୍ୟ ସେବା , ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳ…
ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

ଫୋକସ ପ୍ଲସ 6/3/2023(ଯାଜପୁର): ଚମ୍ପାଝର ଗ୍ରାମରେ ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ ଓ ସାବତ ମାକୁ ଧର୍ଷଣ କଲା ସାବତ ପୁଅ । ଯାଜପୁର ଟମକା ଥାନା…
ରାତା ରାତି ରଙ୍ଗ ସହ ପିକଅପ ଗାଡି ଲୁଟ

ରାତା ରାତି ରଙ୍ଗ ସହ ପିକଅପ ଗାଡି ଲୁଟ

ଫୋକସ ପ୍ଲସ 6/3/2023(ସମ୍ବଲପୁର): ସମ୍ବଲପୁର ଜିଲ୍ଲା ରେଙ୍ଗାଲି କୁ ଏକ କଲର ପେଣ୍ଟ ରଙ୍ଗ ପିକଅପ ଗାଡି କଲର ଡେ଼ଲିଭରୀ ପାଇଁ ରେଙ୍ଗାଲି ଆସିଥିଲା l ରାତ୍ରି 12…

Leave a Reply

Your email address will not be published. Required fields are marked *