
ଭିନ୍ନ ମୋଡ଼ ନେଲା ମୋହନା ଦାଦନ ଶ୍ରମିକ ମୃତ୍ୟୁ ଘଟଣା
- Breaking newsଆଞ୍ଚଳିକମୁଖ୍ୟ ଖବରରାଜ୍ୟସ୍ପେସିଆଲ ଷ୍ଟୋରି
- March 17, 2023
- No Comment
- 97
ଫୋକସ ପ୍ଲସ 16/3/23(ବ୍ୟୁରୋ): ଭିନ୍ନ ମୋଡ଼ ନେଲା ଦାଦନ ଶ୍ରମିକ ମୃତ୍ୟୁ ଘଟଣା, ଗତ ୬/୦୩/୨୦୨୩ରେ ଅଡବା ଥାନା କଟମା ପଞ୍ଚାୟତ ଅନ୍ତର୍ଗତ ବାରିଆଗାଁର ତାମିଲନାଡୁ ରେ କାର୍ଯ୍ୟରତ ଦାଦନ ଶ୍ରମିକ ଶରତ ପରିଛାଙ୍କୁ ହତ୍ୟା କରାଯାଇଥିବା ନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶରତଙ୍କ ପରିବାରବର୍ଗ। ଏହାପରେ ପୋଲିସ ପକ୍ଷରୁ ତଦନ୍ତକୁ ଜୋରଜାର କରାଯାଇଥିଲା। ଘଟଣାର ୯ ଦିନ ପରେ ମୁମ୍ବାଇରୁ ଶରତଙ୍କୁ ସୁରକ୍ଷିତ ଏବଂ ଜୀବିତ ଉଦ୍ଧାର କରାଯାଇଥିବା ଗଜପତି SP ଏସ୍. ସ୍ଵାତି କୁମାର ସୂଚନା ଦେଇଛନ୍ତି । ବର୍ତ୍ତମାନ ଘଟଣା ସମ୍ବେଦନଶୀଳ ରହିଛି। ଏବଂ ଶରତ ପୋଲିସ ହେପାଜତରେ ରହିଛି।କାହିଁକି ଶରତ ମୃତ୍ୟୁର ମିଛ ଖବର ପ୍ରଚାର କଲା ତାକୁ ପଚରା ଉଚରା କରିଲା ପରେ ମୁମ୍ବାଇରୁ ଉଦ୍ଧାର ହୋଇଛି ଏବଂ ତାଙ୍କ ବିରୋଧରେ ଅଡବା ପୋଲିସ କେସ୍ ନଂ 43/2023 U / s 420/468/471/384 IPC। 66 ଡି ଆଇଟି ଆକ୍ଟ ଏବଂ ତାଙ୍କୁ ସମ୍ମାନ କୋର୍ଟକୁ ପଠାଯାଇଛି ଏବଂ ସେ ଜେଲରେ ଅଛନ୍ତି, ଶୁଣନ୍ତୁ କଣ କହିଥିଲେ ଶରତ ପୋରିଛା |