ଶିଶୁ କନ୍ୟାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ

ଶିଶୁ କନ୍ୟାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ

ଫୋକସ ପ୍ଲସ 18/3/23(ବ୍ୟୁରୋ): କୁଦାନଗରୀ ଥାନା ଅନ୍ତର୍ଗତ କରିଲୋ ପାଟଣା ଅଞ୍ଚଳ ର ଜଣେ ଆଠ ବର୍ଷୀୟା ନାବାଳିକା ଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି. ନାବାଳିକା ର ମା ଗତକାଲି ରାତିରେ କୁଦାନଗରୀ ଥାନା ରେ ଲିଖିତ ଅଭିଯୋଗ କରିଥିଲେ. ଅଭିଯୋଗ କୁ କେନ୍ଦ୍ର କରି କୁଦାନଗରୀ ଥାନା ଅଧିକାରୀ 175/23 ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା. ତେବେ ଅଭିଯୁକ୍ତ ମାନଙ୍କ ପରିବାର ଓ କିଛି ସ୍ଥାନୀୟ ଲୋକ ଘଟଣା କୁ ଦବାଇ ଦେବା ପାଇଁ ଏକ କଙ୍ଗାରୁ କୋର୍ଟ ବସାଇଥିଲେ. ଠିକ ସେହି ସମୟ ରେ କୁଦାନଗରୀ ଥାନା ଅଧିକାରୀ ଦେବାଶିଷ ପଣ୍ଡା ଓ ତାଙ୍କ ଟିମ ଚଢ଼ାଉ କରି ୨ ନାବାଳକ ଅଭିଯୁକ୍ତ ଙ୍କୁ ଉଠାଇ ଆଣିଥିଲେ..ପୀଡିତା ନାବାଳିକା ଓ ତାଙ୍କ ମା ଙ୍କ ବୟାନ ଆଧାର ରେ
ଅଭିଯୁକ୍ତ ମାନଙ୍କ ନାମ ରେ ପୋକ୍ସ ଆର୍ଟ ୮, ଫାଇଜର 6,34 ଏଇ. ପି. ସି,354,354(a),354(b),341,242,323,294 ଦଫା ଲଗାଯାଇଛି. ଆଜି ୨ ନାବାଳକ ଙ୍କୁ ଜୁଭେନାଇଲ ଜଷ୍ଟିସ କୋର୍ଟ ରେ ହଜାର କରାଯାଇଛି. କିନ୍ତୁ ନାବାଳକ ଦୁହିଁ ଙ୍କ ବାପା ତାଙ୍କ ପୁଅ ନାମ ରେ ଥିବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *