ପିଶାଚି ସାଜିଲା ମା

ପିଶାଚି ସାଜିଲା ମା

ଫୋକସ ପ୍ଲସ 19/3/23(ବ୍ୟୁରୋ): 6 ଦିନ ର ଶିଶୁ କନ୍ଯା କୁ ତଣ୍ଟି ଚିପି ହତ୍ଯା ଘଟଣା ରେ ଗିରଫ ହେଲା ମା , ନିଜ ଆଡୁ ମାମଲା ରଜୁ କରି ଗିରଫ କଲା କମର୍ଦ୍ଦା ପୋଲିସ , ଗତ 5 ତାରିଖ ରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ସିଆରୂଇ ଗ୍ରାମର ଘଟିଥିଲା ହତ୍ଯାକାଣ୍ତ, ଗତ 5 ତାରିଖରେ ସିଆରୂଇଂ ଗ୍ରାମର ବଳରାମ ପାତ୍ର ଙ୍କ ଶିଶୁ କନ୍ଯା ନିଖୋଜ ହେବା ପରେ ନିକଟରେ ଥିବା ପୋଖରୀରୁ ଶିଶୁ କନ୍ଯା ର ମୃତଦେହ ଉଦ୍ଧାର ହୋଇଥିଲା , କୌଣସି ଜନ୍ତୁ ଟାଣି ନେଇ ମାରି ଦେଇଥିବା ନେଇ ସନ୍ଦେହ କରା ଯାଉଥିଲା , ମାତ୍ର ପୋଲିସ ନିଜ ଆଡୁ ମାମଲା ରଜୁ କରି ତଦନ୍ତ ଚଳାଇଥିଲା , ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାର ତଣ୍ଟି ଚିପି ହତ୍ଯା କରା ଯାଇଥିବା ସ୍ପଷ୍ଟ ହୋଇ ଥିଲା , ଏହି ଘଟଣା ରେ କମର୍ଦ୍ଦା ପୋଲିସ ମୃତ ଶିଶୁ କନ୍ଯା ର ମା ବନ୍ଦନା ପାତ୍ର କୁ ଗିରଫ କରି କୋର୍ଟ ଚାଲାଣ କରିଛି

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *