ସମାଜସେବାର ଅନ୍ୟ ନାମ ମଦନମୋହନ ନାୟକ

ସମାଜସେବାର ଅନ୍ୟ ନାମ ମଦନମୋହନ ନାୟକ

ଫୋକସ ପ୍ଲସ 30/3/23(ବ୍ୟୁରୋ): ମଣିଷ ଜୀବନ ପାଣିଫୋଟକା କହିଲେ ଭୂଲ୍ ହେବନାହିଁ। ତେଣୁ ମଣିଷ ଜନ୍ମ ହେବା ପରେ ତାହାର ଭଲକର୍ମ କୁ ଅନ୍ୟ ମାନେ ଅନୁସରଣ କରନ୍ତି। ସେହି ପରି ଜଣେ ପରୋପକାରୀ ମଣିଷ ଦାନଗଦୀ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମପଞ୍ଚାୟତ ର ମଦନମୋହନ ନାୟକ ଯାହାଙ୍କୁ ପାଳୁଆ ନାୟକ ନାମରେ ଆଖପାଖରେ ଜାଣନ୍ତି। ସେ ଗତ କରୋନା ମହାମାରୀ ସମୟରୁ ଆଜିପର୍ୟ୍ଯନ୍ତ ଏତେମାତ୍ରାରେ ଲୋକମାନଙ୍କୁ ସାହାୟ୍ଯ କରିଛନ୍ତି କି ଜଣେ ସାଧାରଣ ଲୋକଙ୍କ ଦ୍ବାରା ସମ୍ଭବ ନୁହଁ। ସେଥିପାଇଁ ସେ ରାଜ୍ଯ ର ବହୁତ ସଂସ୍ଥା ଦ୍ବାରା ସମ୍ମାନ ପାଇଥିବା ବେଳେ ନିଜର ଗାଁକୁ ସୁନ୍ଦର କରିବା ପାଇଁ ରାସ୍ତା ଠାରୁ ଆରମ୍ଭ କରି ମନ୍ଦିର ପର୍ୟ୍ଯନ୍ତ ସବୁ ଯାଗାରେ ତାଙ୍କର ଅବଦାନ ରହିଛି।ଏମିତି କି ସ୍ଥାନୀୟ ମେଡିକାଲ ରେ ଜଦି କୌଣସି ବ୍ଯକ୍ତି ବିଷେଶ ଙ୍କ ମୁତ୍ଯୁ ହୁଏ।ତେବେ ତାଙ୍କର ପରିବାର ପର୍ୟ୍ଯନ୍ତ ମୁତ୍ଯୁ ଶରୀର କୁ ପହଞ୍ଚିବା ଦାଇତ୍ୱ ନିଅନ୍ତି ନାୟକ ବାବୁ ତେଣୁ ଏହି କାର୍ୟ୍ଯ କରିବା ଛଡା ଆଗକୁ ସେ ଏକ ଭଳ କାର୍ଯ୍ୟ କରିବା ପାଇଁ ଚାହୁଁଥିବା ବେଳେ କୌଣସି କାରଣ ରୁ କାର୍ଯ୍ୟ ଟି ଶେଷ ହୋଇପାରିନାହିଁ।ଯାହକୁ ଆଗାମୀ ଦିନରେ ଶେଷ କରିବା ସହିତ ସମାଜ ମଙ୍ଗଳ କାର୍ଯ୍ୟ ରେ ନିଜର ଜୀବନ ଯାତ୍ରା ର ମୁଳ ଲକ୍ଷ୍ଯ ବୋଲି କହିଛନ୍ତି।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *