ତହସିଲଦାର ଚୁପ କାହିଁକି ?

ତହସିଲଦାର ଚୁପ କାହିଁକି ?

ଫୋକସ ପ୍ଲସ 30/3/23(ବ୍ୟୁରୋ):

• କାହା ସ୍ୱାର୍ଥ ରେ ଖରସ୍ରୋତା ନଦୀ।
• ଜନତା ଙ୍କ ସ୍ୱାର୍ଥ କୁ ଦିନ ଦୁଇପହର ରେ ନିଲାମ।
• ରାଜସ୍ବ ବିଭାଗ କୁ ଖୋଲା ଖୋଲି ଚ୍ୟାଲେଞ୍ଜ
ସବୁ ଜାଣି ଅନ୍ଧ ଧୂତ ରାଷ୍ଟ୍ର ସାଜିଛି ବିଂଝାରପୁର ତହସିଲ ପ୍ରସାସନ। ଦେଖିବା ଆଉ ତଦନ୍ତ କରିବା ଆଳ ଦେଖାଇ ଚଢ଼ାଉ କରିବା ବଦଳ ରେ ଓଲଟି ବାଲି ଓ ମାଟି ମାଫିଆ ଙ୍କୁ ସୁରକ୍ଷା ଯୋଗାଉଛନ୍ତି ଏଠି ବିଂଝାରପୁର ତହସିଲ। ତେବେ ଥରେ ନଜର ପକାନ୍ତୁ କିପରି ପ୍ରସାସନ ଯୋଗାଉଛି ର ସୁରକ୍ଷା ।

★ ପ୍ରିତିପୂର୍ ଆର ଆଇ ସର୍କଲ ଉତ୍ତରକୁଳ ରେ ଚାଲିଛି ଦେଧଡକ ଇଟା ଭାଟି ଓ ଇଟା ବେପାର। ସାବୁ ଜାଣି ଭୟ କରୁଛି ବିଞ୍ଝାରପୁର ତହସିଲ ପ୍ରଶାସନ।
★ ଘଣ୍ଟିଆଲୀ ଓ ବାଙ୍କିପାଲ ଦୁଇଟି ଜାଗାରୁ ଉଠୁଛି ବାଲି। କିଏ ଦେଇଛି ଅନୁମତି ଆଇ କେମିତି ଜାଣି ପରୁ ନାହାନ୍ତି ବିଞ୍ଝାରପୁର ତହସିଲଦାର।
★ ସଇଦପୁର ପଂଚାୟତ ରେ ଥିବା ପଠାନ ମହଲା ର ଦୁର୍ଶ୍ୟ।ନଦୀ ପଠା ର ଗର୍ଭ କୁ ତାଢ଼ି ଚଳାଇଛନ୍ତି ବେଧଡ଼କ ଇଟା ବେପାର। ପୁଣି ଥାନା ଆଉ ଆର. ଆଇ କାର୍ଯ୍ୟାଳୟ ର ଆଖିଆଗରେ।ବିଂଝାରପୁର ତହସିଲ ସୋଇଛି ନିଘୋଡ଼ ନିଦରେ।…..
★ ଗୁହାଳି ଠାରେ ଖରଶ୍ରୋତା ର ଗର୍ଭ ରୁ ତଢା ଯାଇ ଉଠାଯାଉଛି ହଜାର ହଜାର ଟ୍ରିପ ବେଆଇନ ବାଲି। ଯାହାକି ନିୟମ ରୁ ଉର୍ଦ୍ଧ ରେ ଉଠା ଯାଉଛି ବାଲି। ସହ ସହ ହାଇୱା ଓ ଟ୍ରାକଟର ରେ ଯାଉଛି ବାଲି। ନଜର ଥିଲେବି ନଜର ଆଡୁଆଳ ରେ ମାରିଛନ୍ତି ରହି ସଫେଦ ଧଳା ହୀରା ମାଫିଆ।
ଆଉ ଏ ସବୁ ର ଅଭିଯୋଗ ଥାଇବି କାର୍ଯ୍ୟନୁଷ୍ଠନ ସୁନ।
କହିବାକୁ ଗଲେ ରାଜସ୍ୱ ବିଭାଗ ରହିଛି ଏହା ବାଲି ଓ ଇଟା ମଫିଆ ଙ୍କ ହାତରେ। ରାତି ହେଲେ ଖରସ୍ରୋତ ନଦୀ ବନ୍ଧ ରହୁଛି ଏଇ ବାଲି ମାଫିଆ ଙ୍କ କବଜା ରେ। ଆଉ ବିପଦ ପୂର୍ଣ୍ଣ ରହୁଛି ବିଂଝାରପୁର- ଯାଜପୁର ଖରସ୍ରୋତା ନଦୀ ବନ୍ଧ। ବେ ଲଗାମ ବାଲି ବୋଝେଇ ହାଇୱେ ଓ ଏହା ବାଲି ମାଫିଆ ଙ୍କ ପାଈଁ ନଦୀ ବନ୍ଧ ରେ ଗଲାଣି ଅନେକ ମୂଲ୍ୟବାନ ଜୀବନ। ହେଲେ ନୀରବ ଏଠି ଜିଲ୍ଲା ପ୍ରସାସନ। ଜନତା ଙ୍କ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ମାଫିଆ ଓ ରାଜସ୍ୱ ଯେଉଁଭଳି ଖରସ୍ରୋତା ନଦୀ ପଠା ନିଜ ଅକ୍ତିଆର ରେ ରଖି ଲୁଟିବାରେ ପଛାଉ ନାହାନ୍ତି । ଏହା ଆଗାମୀ ଦିନରେ ଖରସ୍ରୋତା ବିଂଝାରପୁର ନୁହଁ ଜିଲ୍ଲା ପାଇଁ ଏକ ବିପଦ ର ମାଇଲ ଖୁଣ୍ଟ ହୋଇ ଛିଡା ହେବ

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *